ନିଟ୍ ୟୁଜି-୨୦୨୬ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା
ଭୁବନେଶ୍ୱର, 20 ଜୁନ୍ (ହି.ସ.)- ଜୁନ୍ ୨୧ ରେ ହେବାକୁ ଥିବା ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ଓଏସଆରଟିସିଏବଂ କ୍ରୁଟ ପକ୍ଷରୁ ନିଃଶୁଳ୍କ ବସ୍ ସେବା ଯୋଗାଇ ଦିଆଯିବ। ପ୍ରମୁଖ ରେଳ ଷ୍ଟେସନ ଏବଂ ବସ୍ଷ୍ଟାଣ୍ଡ ଗୁଡ଼ିକରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଏହି ବସ୍ ସେବା ଉପଲବ୍ଧ ହେବ। କଟକ ଜିଲ୍ଲାର
ନିଟ୍ ୟୁଜି-୨୦୨୬     ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା


ଭୁବନେଶ୍ୱର, 20 ଜୁନ୍ (ହି.ସ.)- ଜୁନ୍ ୨୧ ରେ ହେବାକୁ ଥିବା ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ଓଏସଆରଟିସିଏବଂ କ୍ରୁଟ ପକ୍ଷରୁ ନିଃଶୁଳ୍କ ବସ୍ ସେବା ଯୋଗାଇ ଦିଆଯିବ। ପ୍ରମୁଖ ରେଳ ଷ୍ଟେସନ ଏବଂ ବସ୍ଷ୍ଟାଣ୍ଡ

ଗୁଡ଼ିକରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଏହି ବସ୍ ସେବା ଉପଲବ୍ଧ ହେବ। କଟକ ଜିଲ୍ଲାର ବିଭିନ୍ନ

କେନ୍ଦ୍ରକୁ ଆସୁଥିବା ପରୀକ୍ଷାର୍ଥୀ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେଥିପାଇଁ ପରିବହନ ବିଭାଗ ପକ୍ଷରୁ ନୋଡାଲ ଅଫିସର ନିୟୋଜିତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande