ମୟୂରଭଞ୍ଜ ପାହାଡ଼ପୁରରେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର, 20 ଜୁନ (ହି.ସ) - ମୟୁରଭଞ୍ଜ ପାହାଡପୁରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାହାଡପୁର ହେଲିପାଡରେ ଏମଆଇ-୧୭ ହେଲିକପ୍ଟର ଯୋଗେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ପୂର୍ବରୁ ପାହାଡପୁରରେ ପହଞ୍ଚିଥିଲେ ରାଷ୍ଟ୍ରପତି। ରାଜ୍ୟପାଳ, ମୁଖ୍ୟମ
ମୟୂରଭଞ୍ଜ ପାହାଡ଼ପୁରରେ ପ୍ରଧାନମନ୍ତ୍ରୀ     ମୋଦି


ଭୁବନେଶ୍ୱର, 20 ଜୁନ (ହି.ସ)

- ମୟୁରଭଞ୍ଜ ପାହାଡପୁରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାହାଡପୁର

ହେଲିପାଡରେ ଏମଆଇ-୧୭ ହେଲିକପ୍ଟର ଯୋଗେ ପହଞ୍ଚିଛନ୍ତି

ପ୍ରଧାନମନ୍ତ୍ରୀ। ପୂର୍ବରୁ ପାହାଡପୁରରେ ପହଞ୍ଚିଥିଲେ ରାଷ୍ଟ୍ରପତି। ରାଜ୍ୟପାଳ,

ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ମଧ୍ୟ

ଉପସ୍ଥିତ ରହିଛନ୍ତି।

ଏହି ଅବସରରେ ଆଦିବାସୀଙ୍କ

ଧର୍ମପୀଠରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ପାହାଡ଼ପୁର ଗୋଷାଣୀ ପୀଠରେ ରାଷ୍ଟ୍ରପତିଙ୍କ

ସହ ମିଶି ଏକାଠି ପୂଜାର୍ଚ୍ଚନା କରିଛନ୍ତି । ଏସ୍ଏଲ୍ଏସ୍ ସ୍କୁଲ୍ ଯାଇ ପିଲାଙ୍କ ସହ ଭାବର

ଆଦାନ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande