ଦ୍ବିତୀୟ ଦଫା ନିଟ୍ ପରୀକ୍ଷା, ୫ଟି ସେଣ୍ଟରରେ ଦେଲେ ୨୧୬୧ ପରିକ୍ଷାର୍ଥୀ

ସମ୍ବଲପୁର, ୨୧, ଜୁନ୍ (ହି.ସ.) ନିଟ୍ ପରିକ୍ଷା ପ୍ରଶ୍ନପତ୍ର ଲିକ୍ ବିଭ୍ରାଟ ପରେ ଆଜି ଦ୍ୱିତୀୟ ଥର ପାଇଁ ସମ୍ବଲପୁର ସହରରେ ନିଟ୍ ପରିକ୍ଷା ହୋଇଛି । ସହରର ୫ଟି ପରିକ୍ଷା କେନ୍ଦ୍ରରେ ମୋଟ ୨୧୬୧ ଜଣ ପରିକ୍ଷାର୍ଥୀ ଆଜିର ପରିକ୍ଷା ଦେଇଛନ୍ତି । ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଛାତ୍ରଛାତ୍ରୀ ମାନଙ୍କୁ କଡ଼ା ଯାଞ୍ଚ୍ କରାଯାଇଥିଲା । ସହରର ଓମେନ୍ସ କଲେଜ, କେଭି ଓ୍ବାନ, କେଭି ଠୁଁ, ଏନ୍ଏ ସିଭି ଓ ଭିସୁଟ୍ ଠାରେ ଏହି ପରିକ୍ଷାର କେନ୍ଦ୍ର କରାଯାଇଥିବା ବେଳେ ପ୍ରତ୍ୟେକ କେନ୍ଦ୍ର ଗୁଡିକରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande