ସଂଘର ସଂସ୍ଥାପକ ହେଡଗେୱାରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଂଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 21 ଜୁନ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଂଘର ସଂସ୍ଥାପକ ଡଃ କେଶବ ବଳିରାମ ହେଡଗେୱାରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତିପ୍ରଖର ରାଷ୍ଟ୍ରପ୍ରେମୀ , ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରତିଷ୍ଠାତା ପରମ ପୂଜନୀୟ ଆଦ୍ୟ ସରସଂଘଚାଳକ ଡ
ମୋହନ ମାଝୀ


ଭୁବନେଶ୍ୱର, 21 ଜୁନ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଂଘର ସଂସ୍ଥାପକ ଡଃ କେଶବ ବଳିରାମ ହେଡଗେୱାରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତିପ୍ରଖର ରାଷ୍ଟ୍ରପ୍ରେମୀ , ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରତିଷ୍ଠାତା ପରମ ପୂଜନୀୟ ଆଦ୍ୟ ସରସଂଘଚାଳକ ଡ଼. କେଶବ ବଳିରାମ ହେଡଗେୱାର ଜୀଙ୍କ ପୁଣ୍ୟତିଥି ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ରାଷ୍ଟ୍ରସେବା, ସଂଗଠନ ଓ ସାଂସ୍କୃତିକ ଚେତନାକୁ ଆଧାର କରି ଗଢ଼ିଉଠିଥିବା ତାଙ୍କର ଚିନ୍ତାଧାରା ଆଗାମୀ ପିଢ଼ିକୁ ସର୍ବଦା ରାଷ୍ଟ୍ରନିର୍ମାଣର ପଥରେ ପ୍ରେରଣା ଓ ମାର୍ଗଦର୍ଶନ ପ୍ରଦାନ କରୁଥିବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande