
ଗଞ୍ଜାମ, ୨୧ ଜୁନ୍ (ହି.ସ.)- ଲାଞ୍ଜିଆ ଗ୍ରାମରେ ଗତକାଲି ସନ୍ଧ୍ଯାରେ ବଜ୍ରପାତ ଘଟି କୁରଙ୍ଗି ଡାକୁଆ(୪୦), ଝୁନୁ ଡାକୁଆ(୫୦), କ୍ରଷ୍ଣା ଗୌଡ଼(୪୫), ଚନ୍ଦ୍ରକଳା ସା଼ହୁ(୫୦), ନମିତା ସାହୁ ବଜ୍ରପାତରେ ଆହତ ହୋଇଥିଲେ। ସମସ୍ତଙ୍କୁ ଵ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କୁରଙ୍ଗି ଡାକୁଆଙ୍କ ଡାକ୍ତରଖାନାରେ ମୃତ୍ଯୁ ଘଟିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ