ଟ୍ରକ୍ କୁ ପିଟିଲା ମିନିଟ୍ରକ : ଡ୍ରାଇଭର୍ ମୃତ
ସୁବର୍ଣ୍ଣପୁର, ୨୧ ଜୁନ୍ (ହି.ସ.)- ଟ୍ରକ୍ କୁ ପିଟିଲା ମିନି ଟ୍ରକ। ମିନି ଟ୍ରକ ଡ୍ରାଇଭର ମୃତ। ଘଟଣାଟି ଘଟିଛି ବିନିକା ଏନ୍ ଏ ସି ଅନ୍ତର୍ଗତ ଜାମଛାପର ଛକ ପାଖରେ । ଗତକାଲି ରାତି ଗୋଟିଏ ବେଳକୁ ଟ୍ରକ ରେଜିଷ୍ଟ୍ରେସନ୍ ନମ୍ବର TS 29TB2399 ଜାମଛାପର ଛକରେ ଠିଆ ହୋଇଥିବା ବେଳେ ବିନିକା ପଟରୁ ସୋନପୁ
ଟ୍ରକ୍ କୁ ପିଟିଲା ମିନି ଟ୍ରକ ମିନିଟ୍ରକ ଡ୍ରାଇଭର୍ ମୃତ।

ଟ୍ରକ୍ କୁ ପିଟିଲା ମିନି ଟ୍ରକ ମିନିଟ୍ରକ ଡ୍ରାଇଭର୍ ମୃତ।

ଟ୍ରକ୍ କୁ ପିଟିଲା ମିନି ଟ୍ରକ ମିନିଟ୍ରକ ଡ୍ରାଇଭର୍ ମୃତ।

ଟ୍ରକ୍ କୁ ପିଟିଲା ମିନି ଟ୍ରକ ମିନିଟ୍ରକ ଡ୍ରାଇଭର୍ ମୃତ।

ଟ୍ରକ୍ କୁ ପିଟିଲା ମିନି ଟ୍ରକ ମିନିଟ୍ରକ ଡ୍ରାଇଭର୍ ମୃତ।

ସୁବର୍ଣ୍ଣପୁର, ୨୧ ଜୁନ୍ (ହି.ସ.)- ଟ୍ରକ୍ କୁ ପିଟିଲା ମିନି ଟ୍ରକ। ମିନି ଟ୍ରକ ଡ୍ରାଇଭର ମୃତ। ଘଟଣାଟି ଘଟିଛି ବିନିକା ଏନ୍ ଏ ସି ଅନ୍ତର୍ଗତ ଜାମଛାପର ଛକ ପାଖରେ । ଗତକାଲି ରାତି ଗୋଟିଏ ବେଳକୁ ଟ୍ରକ ରେଜିଷ୍ଟ୍ରେସନ୍ ନମ୍ବର TS 29TB2399 ଜାମଛାପର ଛକରେ ଠିଆ ହୋଇଥିବା ବେଳେ ବିନିକା ପଟରୁ ସୋନପୁର ଆଡକୁ ଆସୁଥିବା ଟ୍ରାକ୍ଟର ବୋଝେଇ ମିନି ଟ୍ରକ ରେଜିଷ୍ଟ୍ରେସନ୍ ନମ୍ବର AP39WJ 0296 ସିଧାସଳଖ ଟ୍ରକ୍ କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ମିନି ଟ୍ରକ ଡ୍ରାଇଭର୍ କୁ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ପହଞ୍ଚାଇ ଥିଲେ। ଡାକ୍ତରଖାନାରେ ଡାକ୍ତର ଡ୍ରାଇଭରକୁ ମୃତ ଘୋଷଣା କରିଥିଲେ। ତେବେ ଟ୍ରକ୍ ଟି ଅନ୍ୟ ରାଜ୍ୟର ହୋଇ ଥିବାରୁ ଡ୍ରାଇଭର୍ ର ପରିଚୟ ମିଳିପାରିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande