ସନ୍ତୋଷପୁର ରାଜସ୍ଵ ପରିଦର୍ଶକଙ୍କ ବଦଳି
ଗଞ୍ଜାମ, ୨୨ ଜୁନ୍ (ହି.ସ.)- ଶେରଗଡ ତହସିଲ ସନ୍ତୋଷପୁର ଆର୍ ଆଇ ମଧୁସୂଦନ ବିଷୋୟୀଙ୍କ ଆସିକା ତହସିଲକୁ ବଦଳି ହୋଇଥିବା ବେଳେ ସେହି ସ୍ଥାନକୁ ହିଞ୍ଜିଳି ତହସିଲରୁ ଆର ଆଇ ଅରବିନ୍ଦ ଦାସ ବଦଳି ହୋଇ ସନ୍ତୋଷପୁର ଆର ଆଇ ରୂପେ ଆଜି ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ହସ୍ତାନ୍ତର ବେଳେ ବରିଷ୍ଠ ସାମ୍ବାଦି
Adghhjj


ଗଞ୍ଜାମ, ୨୨ ଜୁନ୍ (ହି.ସ.)- ଶେରଗଡ ତହସିଲ ସନ୍ତୋଷପୁର ଆର୍ ଆଇ ମଧୁସୂଦନ ବିଷୋୟୀଙ୍କ ଆସିକା ତହସିଲକୁ ବଦଳି ହୋଇଥିବା ବେଳେ ସେହି ସ୍ଥାନକୁ ହିଞ୍ଜିଳି ତହସିଲରୁ ଆର ଆଇ ଅରବିନ୍ଦ ଦାସ ବଦଳି ହୋଇ ସନ୍ତୋଷପୁର ଆର ଆଇ ରୂପେ ଆଜି ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ହସ୍ତାନ୍ତର ବେଳେ ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତିଙ୍କ ସମେତ କାର୍ଯ୍ୟ।ଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଶ୍ରୀ ବିଷୋୟୀ ସନ୍ତୋଷପୁରରେ ପ୍ରାୟ ପାଞ୍ଚ ବର୍ଷ ଧରି କାର୍ଯ୍ୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ଠିକ୍ ସେହିପରି ଶ୍ରୀ ଦାସ ମଧ୍ୟ ଦୀର୍ଘ ନଅବର୍ଷ ଧରି ହିଞ୍ଜିଳିକାଟୁ ତହସିଲ ର ବିଭିନ୍ନ ଅଞ୍ଚଳରେ ସୁନାମର ସହ କାର୍ଯ୍ୟ କରିଆସିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande