ବିଜେଡି ସଙ୍ଗଠନ ଅବସ୍ଥା ଠିକ୍ ନାହିଁ- ଅରବିନ୍ଦ ମହାପାତ୍ର
ଭୁବନେଶ୍ୱର, 22 ଜୁନ୍ (ହି.ସ.)- ବିଜେଡି ପିଟିସନ ଖାରଜ ପରେ ବିଧାୟକ ଅରବିନ୍ଦ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହା ବିଜେଡିର ମୁର୍ଖାମୀ ଥିଲା ।ବାଚସ୍ପତି ସଠିକ୍ ପଦକ୍ଷେପ ନେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ
ବିଜେଡି ସଙ୍ଗଠନ ଅବସ୍ଥା     ଠିକ୍ ନାହିଁ- ଅରବିନ୍ଦ ମହାପାତ୍ର


ଭୁବନେଶ୍ୱର, 22 ଜୁନ୍ (ହି.ସ.)- ବିଜେଡି ପିଟିସନ

ଖାରଜ ପରେ ବିଧାୟକ ଅରବିନ୍ଦ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହା

ବିଜେଡିର ମୁର୍ଖାମୀ ଥିଲା ।ବାଚସ୍ପତି ସଠିକ୍ ପଦକ୍ଷେପ ନେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟସଭା

ନିର୍ବାଚନରେ ଦଳୀୟ ହ୍ୱିପ୍ କାମ କରେନି । ଆଇନ ଅନୁସାରେ କ୍ରସ୍ ଭୋଟିଂ କଲେ ସଭ୍ୟପଦ ଯାଏ

ନାହିଁ । ଚର୍ଚ୍ଚାରେ ରହିବାକୁ ଏଭଳି କରିଛି ବିଜେଡି । ବିଜେଡି ଏବେ ମୁର୍ଖଙ୍କ ଦ୍ୱାରା

ପରିଚାଳିତ ହେଉଛି ।ସଂଗଠନ ଅବସ୍ଥା ଠିକ୍ ନାହିଁ । ବିଧାୟକ ଓ ସାଂସଦଙ୍କ ସଂଖ୍ୟା କମି

କମି ଯାଉଛି; ଆଗକୁ ଆହୁରି ଛାଡ଼ିବେ । ଏପର୍ଯ୍ୟନ୍ତ ବାଚସ୍ପତିଙ୍କ ପକ୍ଷରୁ କୌଣସି

ଲେଟର ପାଇନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande