
ଭୁବନେଶ୍ୱର, 22 ଜୁନ୍ (ହି.ସ.)- ବାଲେଶ୍ୱର ବିଧାୟକଙ୍କୁ
ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ବାଲେଶ୍ୱରର ବିଧାୟକ ମାନସ କୁମାର
ଦତ୍ତଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ
ଆପଣଙ୍କର ସୁସ୍ଥ ଶରୀର, ଦୀର୍ଘ
ନିରାମୟ ଜୀବନ ଏବଂ ଉତ୍ତରୋତ୍ତର ସଫଳତା କାମନା କରୁଛି। ଜନସେବା ପଥରେ ଆପଣ ଏମିତି ଆଗେଇ
ଚାଲନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା