ଜନସଂଘର ସଂସ୍ଥାପକ ସଦସ୍ୟ ସୁନ୍ଦର ସିଂ ଭଣ୍ଡାରୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ କେଭି ସିଂହଦେଓ
ଭୁବନେଶ୍ୱର, 22 ଜୁନ୍ (ହି.ସ.)- ଜନସଂଘର ସଂସ୍ଥାପକ ସଦସ୍ୟ ସୁନ୍ଦର ସିଂ ଭଣ୍ଡାରୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ଜନସଂଘର ସଂସ୍ଥାପକ ସଦସ୍ୟ, ଭାରତୀୟ ଜନତା ପାର
ଜନସଂଘର ସଂସ୍ଥାପକ ସଦସ୍ୟ ସୁନ୍ଦର     ସିଂ ଭଣ୍ଡାରୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ କେଭି ସିଂହଦେଓ


ଭୁବନେଶ୍ୱର, 22 ଜୁନ୍ (ହି.ସ.)- ଜନସଂଘର

ସଂସ୍ଥାପକ ସଦସ୍ୟ ସୁନ୍ଦର ସିଂ ଭଣ୍ଡାରୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି

ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି

ଯେ, ଜନସଂଘର ସଂସ୍ଥାପକ ସଦସ୍ୟ, ଭାରତୀୟ ଜନତା ପାର୍ଟିର ସଂବିଧାନ ରଚନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା

ନିଭାଇଥିବା ପ୍ରଖର ରାଷ୍ଟ୍ରବାଦୀ ଚିନ୍ତକ,

ପୂର୍ବତନ ରାଜ୍ୟପାଳ ଏବଂ ରାଜ୍ୟସଭା ସଦସ୍ୟ ସୁନ୍ଦର ସିଂ ଭଣ୍ଡାରୀଙ୍କ

ପୁଣ୍ୟତିଥିରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।ରାଷ୍ଟ୍ରହିତ ଓ ସଂଗଠନ ପ୍ରତି ତାଙ୍କର ସମର୍ପିତ

ଜୀବନ ସଦା ସ୍ମରଣୀୟ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande