
ଭୁବନେଶ୍ୱର, 22 ଜୁନ୍ (ହି.ସ.)- ପଦ୍ମଶ୍ରୀ
ବିନୋଦ କାନୁନଗୋଙ୍କ ସ୍ମୃତିଚାରଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଜ୍ଞାନମଣ୍ଡଳ ପ୍ରଣେତା ପଦ୍ମଶ୍ରୀ ବିନୋଦ
କାନୁନଗୋଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି। ସାହିତ୍ୟ କ୍ଷେତ୍ର ଏବଂ ସମାଜ ପ୍ରତି
ତାଙ୍କର ଅବଦାନ ଅତୁଳନୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା