ରାୟଗଡ଼ା ଭିଡ଼ ହିଂସାରେ ଦୋଷୀକୁ ଦଣ୍ଡ ଦେବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ- ସିଏଡବ୍ଲୁ ଏଡିଜି
ଭୁବନେଶ୍ୱର, 22 ଜୁନ୍ (ହି.ସ.)- ରାୟଗଡ଼ା ଭିଡ଼ ହିଂସା ଘଟଣାରେସିଏଡବ୍ଲୁଏଡିଜି ଏସ୍ ସାଇନି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ,ବହୁତ ଦୁଃଖଦ ଘଟଣା ଘଟିଛି, ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିକୁ ଧନ୍ୟବାଦ । ଦୋଷୀକୁ ଦଣ୍ଡ ଦେବା ପାଇଁ ସବୁ ପ୍ରକାର ପ
ରାୟଗଡ଼ା ଭିଡ଼ ହିଂସାରେ ଦୋଷୀକୁ     ଦଣ୍ଡ ଦେବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ- ସିଏଡବ୍ଲୁ ଏଡିଜି


ଭୁବନେଶ୍ୱର, 22 ଜୁନ୍ (ହି.ସ.)- ରାୟଗଡ଼ା ଭିଡ଼

ହିଂସା ଘଟଣାରେସିଏଡବ୍ଲୁଏଡିଜି ଏସ୍ ସାଇନି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ,ବହୁତ

ଦୁଃଖଦ ଘଟଣା ଘଟିଛି, ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିକୁ ଧନ୍ୟବାଦ ।

ଦୋଷୀକୁ ଦଣ୍ଡ ଦେବା ପାଇଁ

ସବୁ ପ୍ରକାର ପଦକ୍ଷେପ ନିଆଯିବ । ଏଭଳି ଘଟଣା ଆଗାମୀ ଦିନରେ ନେହେବା ପାଇଁ ଚେଷ୍ଟା କରିବୁ । ଘଟଣାରେ

ଜିଲ୍ଲା ପୋଲିସ ତଦନ୍ତ କରୁଛି । ପୀଡ଼ାତାଙ୍କୁ

ଓଡ଼ିଶା ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande