
ଭୁବନେଶ୍ୱର, ୨୩ ଜୁନ (ହି.ସ)- ସିଏମଓରୁ ଫାଇଲ୍ ଚୋରି ଘଟଣାରେ ପୁଣି ଥରେ ସାଧାରଣ ପ୍ରଶାସନ ବିଭାଗରେ ଛାନ ଭିନ୍ କରିଛି କ୍ୟାପିଟାଲ ଥାନା ପୋଲିସ୍। କ୍ୟାପିଟାଲ ଥାନା ଅଧିକାରୀ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି ଥାନା । ୨ଟି ତଦନ୍ତ କମିଶନ ଫାଇଲ ହଜିବା ଘଟଣାରେ ଗୃହ ବିଭାଗର ଅଭିଯୋଗକୁ ଭିତି କରି ପୋଲିସ୍ ତଦନ୍ତ ଜାରି ରଖିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା