ବହୁ ଚର୍ଚ୍ଚିତ ତିଖିରି ପଂଚାୟତ ସରପଂଚ ଚାମେଲୀ ଓଝା
କେନ୍ଦ୍ରାପଡ଼ା, ୨୩ ଜୁନ୍(ହି.ସ.) – ବହୁ ଚର୍ଚ୍ଚିତ ତିଖିରି ପଂଚାୟତ ସରପଂଚ ଚାମେଲୀ ଓଝା ଓ ମହାକାଳପଡ଼ା ବ୍ଲକ୍ ପ୍ରଶାସନ ବିବାଦ ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତର ନାମ ସୁକାନ୍ତ ସ୍ୱାଇଁ। ସୁକାନ୍ତ ବିଡିଓଙ୍କ ଚାମ୍ବର ଭିତରେ ଚାମେଲୀଙ୍କୁ ଦୁର୍ବ୍ୟବହାର କରିଥିବା ଓ
ବହୁ ଚର୍ଚ୍ଚିତ ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲୀ ଓଝା


କେନ୍ଦ୍ରାପଡ଼ା, ୨୩ ଜୁନ୍(ହି.ସ.) – ବହୁ ଚର୍ଚ୍ଚିତ ତିଖିରି ପଂଚାୟତ ସରପଂଚ ଚାମେଲୀ ଓଝା ଓ ମହାକାଳପଡ଼ା ବ୍ଲକ୍ ପ୍ରଶାସନ ବିବାଦ ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତର ନାମ ସୁକାନ୍ତ ସ୍ୱାଇଁ। ସୁକାନ୍ତ ବିଡିଓଙ୍କ ଚାମ୍ବର ଭିତରେ ଚାମେଲୀଙ୍କୁ ଦୁର୍ବ୍ୟବହାର କରିଥିବା ଓ ମୋବାଇଲ ଛାଡ଼ାଇବା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ସୁକାନ୍ତକୁ ମିଶାଇ ଚାମେଲିଙ୍କ ଘଟଣାରେ ମୋଟ ଚାରିଜଣଙ୍କୁ ଗିରଫ କଲା ପୋଲିସ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande