ଜୁନ୍ ୨୮ରେ ହେବାକୁ ଥିବା ଓଟିଇଟିପରୀକ୍ଷା ତାରିଖ ଘୁଞ୍ଚିଲା
ଭୁବନେଶ୍ୱର, 23 ଜୁନ୍ (ହି.ସ.)- ଜୁନ୍ ୨୮ରେ ହେବାକୁ ଥିବା ଓଟିଇଟିପରୀକ୍ଷା ତାରିଖ ଘୁଞ୍ଚିଛି । ଜୁଲାଇ ୫ ତାରିଖରେ ଓଟିଇଟିପରୀକ୍ଷା ନେଇ ସୂଚନା ଜାରି ହୋଇଛି । ୯ଟାରୁ ୧୧ଟା ୩୦ ପେପର-୧, ଅପରାହ୍ନ ୨ଟାରୁ ୪ଟା ୩୦ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ । ଆଡମିଟ୍ କ
ଜୁନ୍ ୨୮ରେ ହେବାକୁ ଥିବା ଓଟିଇଟିପରୀକ୍ଷା     ତାରିଖ ଘୁଞ୍ଚିଲା


ଭୁବନେଶ୍ୱର, 23 ଜୁନ୍ (ହି.ସ.)- ଜୁନ୍ ୨୮ରେ

ହେବାକୁ ଥିବା ଓଟିଇଟିପରୀକ୍ଷା ତାରିଖ ଘୁଞ୍ଚିଛି । ଜୁଲାଇ ୫ ତାରିଖରେ ଓଟିଇଟିପରୀକ୍ଷା

ନେଇ ସୂଚନା ଜାରି ହୋଇଛି । ୯ଟାରୁ ୧୧ଟା ୩୦ ପେପର-୧,

ଅପରାହ୍ନ ୨ଟାରୁ ୪ଟା ୩୦ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ । ଆଡମିଟ୍

କାର୍ଡ ଡାଉନଲୋଡ୍ କରିସାରିଥିଲେ, ଆଉଥରେ ଡାଉନଲୋଡ୍ ମନା କରାଯାଇଛି । ଜୁନ ୨୮ରେ ଆର୍ଆଇ, ଅମିନ

ପରୀକ୍ଷା ପଡୁଥିବାରୁ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande