ଏବର୍ଷ ସାର ଯୋଗାଣରେ କୌଣସି ଅସୁବିଧା ହେବନି - ସମବାୟ ମନ୍ତ୍ରୀ
ଭୁବନେଶ୍ୱର, 23 ଜୁନ୍ (ହି.ସ.)- ଏବର୍ଷ ସାର ଯୋଗାଣରେ କୌଣସି ଅସୁବିଧା ହେବନି ବୋଲି ସମବାୟ ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ମହଜୁଦ ଅଛି ସାର; ସମ୍ପୂର୍ଣ୍ଣ ସଜାଗ ରାଜ୍ୟ ସରକାର ଅଛନ୍ତି । ଗତଥର କଳାବଜାର ହୋଇନଥିଲା; ଅତ୍ୟଧିକ ଚାଷ ପାଇଁ ଅଭାବ ରହ
ଏବର୍ଷ ସାର ଯୋଗାଣରେ କୌଣସି     ଅସୁବିଧା ହେବନି - ସମବାୟ ମନ୍ତ୍ରୀ


ଭୁବନେଶ୍ୱର, 23 ଜୁନ୍ (ହି.ସ.)- ଏବର୍ଷ ସାର

ଯୋଗାଣରେ କୌଣସି ଅସୁବିଧା ହେବନି ବୋଲି ସମବାୟ ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ମହଜୁଦ

ଅଛି ସାର; ସମ୍ପୂର୍ଣ୍ଣ

ସଜାଗ ରାଜ୍ୟ ସରକାର ଅଛନ୍ତି । ଗତଥର କଳାବଜାର ହୋଇନଥିଲା; ଅତ୍ୟଧିକ ଚାଷ ପାଇଁ ଅଭାବ

ରହିଲା । ଇନପୁଟ ସହାୟତା ସରକାର ଦେବା ପରେ ଗୋଚର ଜମିରେ ଚାଷ କରିଥିଲେ ଚାଷୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande