ଚାନ୍ଦ ମନ୍ଦିରର ରଥଯାତ୍ରା, ମହାପ୍ରଭୁଙ୍କ ବିଭିନ୍ନ ନୀତି ପ୍ରସ୍ତୁତି ବୈଠକ
ବଲାଙ୍ଗିର, ୨୮ ଜୁନ୍ (ହି.ସ.)- ଆଜି ସନ୍ଧ୍ୟାରେ ଶ୍ରୀକ୍ଷେତ୍ର ଟିକ୍ରାପଡା ଚାନ୍ଦ ମନ୍ଦିର ରଥ କମିଟିର ଆଗାମୀ ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଆଲୋକ ଓ ଅଶୋକ କୁମାର ଚାନ୍ଦଙ୍କ ନେତୃତ୍ୱ ରେ କମିଟି ସଦସ୍ୟ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ଆଗାମୀ ୨୯ ତାରିଖ ଦେବସ୍ନାନ ପୂର୍ଣ୍ଣମୀ ଦିନ
ଚାନ୍ଦ ମନ୍ଦିରର ରଥ ଯାତ୍ରା  ମହାପ୍ରଭୁ ଙ୍କ ବିଭିନ୍ନ ନିତି ପ୍ରସ୍ତୁତି ବୈଠକ


ଚାନ୍ଦ ମନ୍ଦିରର ରଥ ଯାତ୍ରା  ମହାପ୍ରଭୁ ଙ୍କ ବିଭିନ୍ନ ନିତି ପ୍ରସ୍ତୁତି ବୈଠକ


ଚାନ୍ଦ ମନ୍ଦିରର ରଥ ଯାତ୍ରା  ମହାପ୍ରଭୁ ଙ୍କ ବିଭିନ୍ନ ନିତି ପ୍ରସ୍ତୁତି ବୈଠକ


ବଲାଙ୍ଗିର, ୨୮ ଜୁନ୍ (ହି.ସ.)- ଆଜି ସନ୍ଧ୍ୟାରେ ଶ୍ରୀକ୍ଷେତ୍ର ଟିକ୍ରାପଡା ଚାନ୍ଦ ମନ୍ଦିର ରଥ କମିଟିର ଆଗାମୀ ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଆଲୋକ ଓ ଅଶୋକ କୁମାର ଚାନ୍ଦଙ୍କ ନେତୃତ୍ୱ ରେ କମିଟି ସଦସ୍ୟ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ଆଗାମୀ ୨୯ ତାରିଖ ଦେବସ୍ନାନ ପୂର୍ଣ୍ଣମୀ ଦିନ ସକାଳେ ପ୍ରଭୁଙ୍କ ସ୍ନାନ, ଅପରାହ୍ନରେ ଶ୍ରୀ ଜୀଉଙ୍କ ହାତୀ ବେଶ ଠାରୁ ପ୍ରତି ବର୍ଷ ପରି ସମସ୍ତ କାର୍ଯ୍ଯକ୍ରମ ସୂଚାରୁ ରୂପେ ସମ୍ପାଦନ ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା ।

ପୂର୍ବରୁ ତ୍ରି ମୂର୍ତ୍ତିଙ୍କ ପୂଜର୍ଚ୍ଚନା ଆଳତି ପରେ ମନ୍ଦିରର ପ୍ରତିଷ୍ଠାତା ସ୍ୱର୍ଗତ ସୁଧୀର କୁମାର ଚାନ୍ଦଙ୍କ ଫଟୋରେ ଫୁଲ ଦେଇ ସ୍ମରଣ ପୂର୍ବକ କାର୍ଯ୍ଯକ୍ରମ ଆରଂଭ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande