
ଭୁବନେଶ୍ୱର, 28 ଜୁନ୍ (ହି.ସ.)- ବରମୁଣ୍ଡା ବସଷ୍ଟାଣ୍ଡ
ନିକଟରେ ଉତ୍ତେଜନା। କଷ୍ଟମର ଉଠାଇବାକୁ କେନ୍ଦ୍ର କରି ଅଟୋ ସଂଘ ଓ ଅନଲାଇନ ବାଇକ ସେବା ଯୋଗାଉ
ଥିବା ଜିଆଇଜିବାଇକ
ୟୁନିୟନ ମଧ୍ୟରେ ବଚସା। ଘଟଣାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅଟୋ
ସଂଘକୁ ବିରୋଧ କରି ଜିଆଇଜିୟୁନିୟନର ସଦସ୍ୟମାନେ ବହୁ ସଂଖ୍ୟାରେ ବସ୍ ଷ୍ଟାଣ୍ଡ ନିକଟରେ ଏକାଠି ହୋଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା