
ଭୁବନେଶ୍ୱର, 28 ଜୁନ୍ (ହି.ସ.)- ଭାରତ ରତ୍ନ
ସମ୍ମାନରେ ସମ୍ମାନିତ ପିଭି ନରସିଂହ ରାଓଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର ପୂର୍ବତନ
ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସମ୍ମାନରେ ସମ୍ମାନିତ ପିଭି ନରସିଂହ ରାଓଙ୍କ ଜୟନ୍ତୀ ଅବସରରେ
କୋଟି କୋଟି ପ୍ରଣାମ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା