୧୨ବର୍ଷ ପାଇଁ ଶ୍ରୀ ଲିଙ୍ଗରାଜ ଶୀତଳ ଷଷ୍ଠୀ ନୂତନ କମିଟି ଘୋଷଣା
ଭୁବନେଶ୍ୱର, ୨୮ ଜୁନ୍ (ହି.ସ) - ଶ୍ରୀଶ୍ରୀ ଲିଙ୍ଗରାଜ ମହାଦେବଙ୍କ ଶୀତଳ ଷଷ୍ଠୀ କମିଟିର ଅଧ୍ୟକ୍ଷ ଭାବେ ସୁରେଶ କୁମାର ରାଉତରାୟ, ଉପାଧ୍ୟକ୍ଷ ବିଧାୟକ ବାବୁ ସିଂ, ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, କାର୍ଯ୍ୟକାରୀ ସଭାପତି ସନତ ମିଶ୍ର, ଅର୍ଥ ସମ୍ପାଦକ ନାରାୟଣ ମହାପାତ୍ର, ସମ୍ପାଦକ ପୃଥୀବିକାନ୍ତ ମହାପ
guj


ଭୁବନେଶ୍ୱର, ୨୮ ଜୁନ୍ (ହି.ସ) - ଶ୍ରୀଶ୍ରୀ ଲିଙ୍ଗରାଜ ମହାଦେବଙ୍କ ଶୀତଳ ଷଷ୍ଠୀ କମିଟିର ଅଧ୍ୟକ୍ଷ ଭାବେ ସୁରେଶ କୁମାର ରାଉତରାୟ, ଉପାଧ୍ୟକ୍ଷ ବିଧାୟକ ବାବୁ ସିଂ, ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, କାର୍ଯ୍ୟକାରୀ ସଭାପତି ସନତ ମିଶ୍ର, ଅର୍ଥ ସମ୍ପାଦକ ନାରାୟଣ ମହାପାତ୍ର, ସମ୍ପାଦକ ପୃଥୀବିକାନ୍ତ ମହାପାତ୍ର, ମୁଖପାତ୍ର ଭାବେ ଲିଙ୍ଗରାଜ ସାହୁ, ଯୁଗ୍ମ ସମ୍ପାଦକ ହେମାଦ୍ରୀ ମହାପାତ୍ର, ଉପସଭାପତି ବିରଂଚି ନାରାୟଣ ମହାସୁପକାର, ଶିବ ପ୍ରସାଦ ବେହେରା, ଚନ୍ଦ୍ର ଶେଖର ମଲିଆ, ଦେବବ୍ରତ ନାୟକ, ସହ ସମ୍ପାଦକ ବାବନ ଚନ୍ଦ୍ର ମହାପାତ୍ର, ଅଫିସ ସମ୍ପାଦକ ଜିତେନ୍ଦ୍ର ଦାସ, ସେହିପରି ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ, ୬ ନିଯୋଗ ସଭାପତି ସମ୍ପାଦକ, ଲିଙ୍ଗରାଜ ଥାନା ଅଧିକାରୀ, ସମୀର ମହାନ୍ତି, ଅମୀୟ ଦାଶ, ଶିବାନନ୍ଦ ରାୟ, ସନ୍ତୋଷ ମହାନ୍ତି, ରଶ୍ମି ମହାପାତ୍ର, ଶୁକାନ୍ତ ପଣ୍ଡା, ପ୍ରୀୟଦର୍ଶି ମିଶ୍ର, ମନ୍ମଥ ରାଉତରାୟ, ଜଗନ୍ନାଥ ପ୍ରଧାନ, ତୋଫାନ ସାମନ୍ତରାୟ, ରାଜେନ୍ଦ୍ର ସମର୍ଥା, ଗୋପବନ୍ଧୁ ଦାଶ, ମଦନ ମୋହନ ପ୍ରଧାନ, ଜିତେନ ବଟୁ, ମନୋରଞ୍ଜନ ବଟୁ ଉପଦେଷ୍ଟା ମନୋନିତ ହୋଇଛନ୍ତି। ସେହିପରି ୧୮ଜଣ ବୋର୍ଡ ନିର୍ଦେଶକ ଭାବେ ଯଥା ଅନିକେତ ବଟୁ, ଶକ୍ତି ପ୍ରସାଦ ସାହୁ, କୃଷ୍ଣଚନ୍ଦ୍ର ବଟୁ, ଶିବ ମହାପାତ୍ର, ମନୋଜ ମହାପାତ୍ର, ମନୋଜ ଦାଶ, ଶରତ ବିଶୋଇ, ସୁସାନ୍ତ ଗରାବଡ଼ୁ, ବିଶ୍ୱ ମୋହନ ମହାପାତ୍ର, ମୃତ୍ୟୁଞ୍ଜୟ ପଣ୍ଡା, ବିଜୟ କୁମାର ମହାପାତ୍ର, ସତ୍ୟଜିତ ପତି, ସୋନୁ ପୂଜାପଣ୍ଡା, ପଂଟୁ ପୂଜାପଣ୍ଡା, ଅରୁଣ ବଟୁ, ମୁନା ପଣ୍ଡା, କେଦାରନାଥ ମହାପାତ୍ର, ପ୍ରମୋଦ ଦାସ ନିର୍ବାଚିତ ହୋଇଛନ୍ତି। ଏଥି ସହ ସମସ୍ତ ସାମ୍ବାଦିକ ସଦସ୍ୟ ରହିଛନ୍ତି।

ପ୍ରକାଶ ଥାଉକି, ଗତ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ଯାତ୍ରା ମହାସମାରୋହରେ ଶାନ୍ତି ଶୃଙ୍ଖଳା ସହ ସମାପ୍ତି ହୋଇଛି । ମହାପ୍ରଭୁ ଲିଙ୍ଗରାଜ ପାର୍ବତୀଙ୍କୁ ସାଙ୍ଗରେ ଧରି ଆୟୋଜିତ ବର୍ଷାଜ୍ୟ ରୋଷଣୀ, ଆତସବାଜ ଓ ଶୋଭାଯାତ୍ରାରେ ମନ୍ଦିରକୁ ଫେରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande