ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଗଞ୍ଜାମ
ଗଞ୍ଜାମ, ୨୯ ଜୁନ୍(ହି.ସ.) – ଗଞ୍ଜାମ ଜିଲ୍ଲାରେ ସମସ୍ତ ଜଗନ୍ନାଥ ମନ୍ଦିରରେ ଆଜି ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ବଡ଼ବଜାର ସାନବଜାର ଉତ୍କଳ ଆଶ୍ରମ ରୋଡ଼, କମାପଲ୍ଲୀ, ଗୋଷାଣୀ ନୂଆ ଗାଁ, ଧରାକୋଟ ପିତଳ, କମାସାହିପିତଳ, ଦୁରୁପଡ଼ା, ଶେରଗଡ଼, ଧରାକୋଟ ଗଡ଼, ଆସିକା ଭଞ୍ଜନଗର,
Sggfghuu


ଗଞ୍ଜାମ, ୨୯ ଜୁନ୍(ହି.ସ.) – ଗଞ୍ଜାମ ଜିଲ୍ଲାରେ ସମସ୍ତ ଜଗନ୍ନାଥ ମନ୍ଦିରରେ ଆଜି ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ବଡ଼ବଜାର ସାନବଜାର ଉତ୍କଳ ଆଶ୍ରମ ରୋଡ଼, କମାପଲ୍ଲୀ, ଗୋଷାଣୀ ନୂଆ ଗାଁ, ଧରାକୋଟ ପିତଳ, କମାସାହିପିତଳ, ଦୁରୁପଡ଼ା, ଶେରଗଡ଼, ଧରାକୋଟ ଗଡ଼, ଆସିକା ଭଞ୍ଜନଗର, ଛତ୍ରପୁର, ଖଲିକୋଟ ସୁରଙ୍ଗି, ଜରଡ଼ା, କୁକୁଡ଼ା ଖଣ୍ଡିଜଗନ୍ନାଥ ମନ୍ଦିରରେ ଚତୁଦ୍ଧାମୂର୍ତିଙ୍କୁ ସ୍ନାନ ବେଦୀକୁ ପହଣ୍ଡି ବିଜେ କରାଇ ୧୦୮କୁମ୍ଭ ପବିତ୍ରଜଳରେ ସ୍ନାନ କରାଯାଇ ହାତୀବେଶ ସଜ୍ଜିତ କରାଯାଇଥିଲା। ଏ ଅପୂର୍ବ ଦୃଶ୍ୟ ଅବଲୋକନ ପାଇଁ ବିଭିନ୍ନ ଜଗନ୍ନାଥ ମନ୍ଦିରଗୁଡ଼ିକରେ ବିପୁଳ ଶ୍ରଦ୍ଧାଳୁ ନରନାରୀଙ୍କ ସମାଗମ ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande