ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ
ପୁରୀ, ୨୯ ଜୁନ୍ (ହି.ସ.)- ପବିତ୍ର ସ୍ନାନପୂର୍ଣ୍ଣମୀ ଓ ଶ୍ରୀବିଗ୍ରହଙ୍କ ଜନ୍ମଦିନ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀକ୍ଷେତ୍ର ଆସି ଶ୍ରୀମନ୍ଦିରରେ ସ୍ନାନବେଦୀ ଉପରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି | ଦର୍
ସ୍ନାନବେଦୀ ରେ ଶ୍ରୀବିଗ୍ରହ ଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ


ସ୍ନାନବେଦୀ ରେ ଶ୍ରୀବିଗ୍ରହ ଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ


ପୁରୀ, ୨୯ ଜୁନ୍ (ହି.ସ.)- ପବିତ୍ର ସ୍ନାନପୂର୍ଣ୍ଣମୀ ଓ ଶ୍ରୀବିଗ୍ରହଙ୍କ ଜନ୍ମଦିନ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀକ୍ଷେତ୍ର ଆସି ଶ୍ରୀମନ୍ଦିରରେ ସ୍ନାନବେଦୀ ଉପରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି | ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାସଗୃହକୁ ଯିବେ | ପରେ ସର୍କିଟ ହାଉସ ଠାରେ ବିଭିନ୍ନ ବ୍ୟକ୍ତିଙ୍କ ସହ ଆଲୋଚନାର କାର୍ଯ୍ୟକ୍ରମ ରହିଛି | ସେହିପରି କେନ୍ଦ୍ରମନ୍ତ୍ରୀ ମଧ୍ୟ କର୍ମୀମାନଙ୍କ ସହ ଆଲୋଚନା କରିବେ |

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande