ଯୁକ୍ତ ଦୁଇ ରିଚେକିଂ ପାଇଁ ବଢ଼ିଲା ଆବେଦନ ତାରିଖ
ଭୁବନେଶ୍ୱର, ୨୯ ଜୁନ୍ (ହି.ସ) - ଯୁକ୍ତ ଦୁଇ ରିଚେକିଂ ଓ ରିଆଡମିସନ୍ ପାଇଁ ଆବେଦନ ତାରିଖ ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ । ଆସନ୍ତା ୩୦ ତାରିଖ ପରିବର୍ତେ ଜୁଲାଇ ୪ ପର୍ଯ୍ୟନ୍ତ ଆବେଦନ ତାରିଖ ବଢିଛି। ଆବେଦନକାରୀ ଛାତ୍ରଛାତ୍ରୀଙ୍କୁ ଖାତାର ନକଲ ଅନଲାଇନରେ ମଧ୍ୟ ପଠାଯିବ। --
chse


ଭୁବନେଶ୍ୱର, ୨୯ ଜୁନ୍ (ହି.ସ) - ଯୁକ୍ତ ଦୁଇ ରିଚେକିଂ ଓ ରିଆଡମିସନ୍ ପାଇଁ ଆବେଦନ ତାରିଖ ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ । ଆସନ୍ତା ୩୦ ତାରିଖ ପରିବର୍ତେ ଜୁଲାଇ ୪ ପର୍ଯ୍ୟନ୍ତ ଆବେଦନ ତାରିଖ ବଢିଛି। ଆବେଦନକାରୀ ଛାତ୍ରଛାତ୍ରୀଙ୍କୁ ଖାତାର ନକଲ ଅନଲାଇନରେ ମଧ୍ୟ ପଠାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande