ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ- ମନ୍ତ୍ରୀ
ଭୁବନେଶ୍ୱର, 29 ଜୁନ୍ (ହି.ସ.)- ସ୍କୁଲ୍କୁ ସଂଶୋଧିତ ପୁସ୍ତକ ଦିଆଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରତ୍ୟାହାର ହେବନି ତ୍ରୁଟିପୂର୍ଣ୍ଣ ବହି ।ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ । ବହି ତ୍ରୁଟି
ସ୍କୁଲକୁ ଦିଆଯିବ ସଂଶୋଧିତ     ପୁସ୍ତକ- ମନ୍ତ୍ରୀ


ଭୁବନେଶ୍ୱର, 29 ଜୁନ୍ (ହି.ସ.)- ସ୍କୁଲ୍କୁ

ସଂଶୋଧିତ ପୁସ୍ତକ ଦିଆଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା

ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରତ୍ୟାହାର ହେବନି ତ୍ରୁଟିପୂର୍ଣ୍ଣ ବହି ।ସ୍କୁଲକୁ

ଦିଆଯିବ ସଂଶୋଧିତ ପୁସ୍ତକ । ବହି ତ୍ରୁଟି ତଦନ୍ତରେ ଅବହେଳା କରିଥିବା ଅଧିକାରୀଙ୍କ ଉପରେ

କାର୍ଯ୍ୟାନୁଷ୍ଠାନ ହୋଇଛି । ସ୍କୁଲ୍ରେ ଠିକ୍ ଭାବରେ ପଢ଼ାଯିବା ନେଇ ସଂଶୋଧିତ ବହି ବ୍ୟବହାର

ହେବ । ସଂଶୋଧିତ ବହି ଡିଇଓକିମ୍ବା ପ୍ରଧାନ ଶିକ୍ଷକଙ୍କ ଜରିଆରେ ଦିଆଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande