![ip;[i0-] ip;[i0-]](https://odia.hindusthansamachar.in/Encyc/2026/6/30/5bfe91265bb74b0b855d888d1b85f993_221921763_H@@IGHT_0_W@@IDTH_600.jpeg)
ଭୁବନେଶ୍ୱର, ୩୦ ଜୁନ୍ (ହି.ସ)- ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ବିଧାନସଭା ପବ୍ଲିକ୍ ଆକାଉଂଟସ କମିଟିର ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି। ମଙ୍ଗଳବାର ଦିନ ବିଧାନସଭା ପବ୍ଲିକ୍ ଆକାଉଂଟସ କମିଟିର ନବନିଯୁକ୍ତ ଅଧ୍ୟକ୍ଷା ତଥା ବିଜେଡି ଚିଫ୍ ହୁଇପ୍ ଶ୍ରୀମତୀ ପ୍ରମିଳା ମଲ୍ଲିକ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଲୋକଙ୍କର ବିଶେଷକରି ମା'ମାନଙ୍କ ସମସ୍ୟା ସରକାରଙ୍କ ନଜରକୁ ଆଣି ସମସ୍ତଙ୍କର ସ୍ୱର ସାଜିବାକୁ ସଭାପତି ପରାମର୍ଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା