ଦାମୋଦର ପଲ୍ଲୀରେ ଅଟୋ ଓ ଟ୍ରକ ମୁହାଁମୁଁହି ଧକ୍କା
ଗଞାମ, ୩୦ ଜୁନ୍ (ହି.ସ.) - ଆସିକାନିକଟସ୍ଥ ଦାମୋଦର ପଲ୍ଲି ନିକଟରେ ଆଜି ଅପରାହ୍ନରେ ଟ୍ରକଓ ଅଟୋ ମୁହାଁମୁହିଁ ଧକ୍କା ହୋଇ ୪ଜଣ ସଙ୍କଟାପନ୍ନ ହ୍ୱୋସହ୬ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ଜଣଙ୍କ ହାତ ଛିଣ୍ଡି ପଡ଼ିଛି। ସମସ୍ତ ଆହତଙ୍କୁ ଆସିକାଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡି
ଦାମୋଦର ପଲ୍ଲୀରେ ଅଟୋ ଓ ଟ୍ରକ ମୁହାଁମୁଁହି ଧକ୍କା


ଗଞାମ, ୩୦ ଜୁନ୍ (ହି.ସ.) - ଆସିକାନିକଟସ୍ଥ ଦାମୋଦର ପଲ୍ଲି ନିକଟରେ ଆଜି ଅପରାହ୍ନରେ ଟ୍ରକଓ ଅଟୋ ମୁହାଁମୁହିଁ ଧକ୍କା ହୋଇ ୪ଜଣ ସଙ୍କଟାପନ୍ନ ହ୍ୱୋସହ୬ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ଜଣଙ୍କ ହାତ ଛିଣ୍ଡି ପଡ଼ିଛି। ସମସ୍ତ ଆହତଙ୍କୁ ଆସିକାଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ଆସିକା ପୋଲିସ ଘଟଣାସ୍ଥଳରେ ପହଂଚି ଗାଡିଦୁଇଟି ଜବତ କରି ଘଟଣାର ତଦନ୍ତ କରୁଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande