ଦକ୍ଷ ବ୍ୟକ୍ତିଙ୍କୁ ଡିଜିପି ବାଛିବେ ସରକାର- ସୁରେଶ ପୂଜାରୀ
ଭୁବନେଶ୍ୱର, 30 ଜୁନ୍ (ହି.ସ.)- ନୂଆ ଡିଜିପି ଚୟନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜଣେ ଦକ୍ଷ ଡିଜିପି ପାଇବ ଓଡ଼ିଶା । ଏନେଇରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନର ଡିଜିପିଙ୍କର ଅଗଷ୍ଟରେ କାର୍ଯ୍ୟକାଳ
ଦକ୍ଷ ବ୍ୟକ୍ତିଙ୍କୁ ଡିଜିପି ବାଛିବେ ସରକାର- ସୁରେଶ ପୂଜାରୀ


ଭୁବନେଶ୍ୱର, 30 ଜୁନ୍ (ହି.ସ.)- ନୂଆ ଡିଜିପି

ଚୟନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜଣେ ଦକ୍ଷ ଡିଜିପି ପାଇବ ଓଡ଼ିଶା ।

ଏନେଇରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନର

ଡିଜିପିଙ୍କର ଅଗଷ୍ଟରେ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତା ପୂର୍ବରୁ ସରକାର ନୂଆ

ବ୍ୟକ୍ତିଙ୍କୁ ଦିଆଯିବ । ସେଥିପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦେଶକ

ଚୟନ ଦିଗରେ ନିଷ୍ପତ୍ତି ନେବେ । ଜଣେ ଦକ୍ଷ ବ୍ୟକ୍ତିକୁ ଆମ ସରକାର ବାଛିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande