ଦାଦା ଭାଇ ନାରୋଜୀଙ୍କୁ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ କେଭି ସିଂହେଦଓ
ଭୁବନେଶ୍ୱର, 30 ଜୁନ୍ (ହି.ସ.)- ଦାଦା ଭାଇ ନାରୋଜୀଙ୍କୁ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କନକ ବର୍ଦ୍ଧନ ସିଂହେଦଓ । ଏନେଇ ସୋସିଆଲ ମିଡିଆରେ ଜାରି ଏକ ବାର୍ତ୍ତାରେ କେଭି ସିଂହେଦଓ କହିଛନ୍ତି ଯେ, ଭାରତର ଜାତୀୟ ଜାଗରଣର ଅନ୍ୟତମ ପ୍ରମୁଖ ସ୍ଥପ
ଦାଦା ଭାଇ ନାରୋଜୀଙ୍କୁ     ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ କେଭି ସିଂହେଦଓ


ଭୁବନେଶ୍ୱର, 30 ଜୁନ୍ (ହି.ସ.)- ଦାଦା ଭାଇ

ନାରୋଜୀଙ୍କୁ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କନକ ବର୍ଦ୍ଧନ ସିଂହେଦଓ

। ଏନେଇ ସୋସିଆଲ ମିଡିଆରେ ଜାରି ଏକ ବାର୍ତ୍ତାରେ କେଭି ସିଂହେଦଓ କହିଛନ୍ତି ଯେ, ଭାରତର ଜାତୀୟ

ଜାଗରଣର ଅନ୍ୟତମ ପ୍ରମୁଖ ସ୍ଥପତି ଦାଦାଭାଇ ନାରୋଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ବିନମ୍ର

ଶ୍ରଦ୍ଧାଞ୍ଜଳି। ଦୂରଦର୍ଶୀ ଜାତୀୟତାବାଦୀ ଏବଂ ଅଗ୍ରଣୀ ଅର୍ଥନୈତିକ ଚିନ୍ତକ ଭାବେ ନ୍ୟାୟ, ସ୍ୱଶାସନ ଓ ରାଷ୍ଟ୍ର ନିର୍ମାଣ ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତା

ଭାରତ ସେବାରେ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇ ଆସୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande