ଓଡ଼ିଶାରେ ମୌସୁମୀ ପାଇଁ ସ୍ଥିତି ଭଲ ଅଛି- ଆଇଏମଡି ଡିଜି
ଭୁବନେଶ୍ୱର, ୦୪ ଜୁନ (ହି.ସ) - ଓଡ଼ିଶାରେ ମୌସୁମୀ ପ୍ରବେଶକୁ ନେଇ କୌଣସି ପୂର୍ବାନୁମାନ ନାହିଁ। ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏବେ ଓଡ଼ିଶାରେ ମୌସୁମୀ ପାଇଁ ସ୍ଥିତି ଭଲ ଅଛି । ମାତ୍ର ଏଥର ଦେଶରେ ସାଧାରଣ ବୃଷ୍ଟିପାତରୁ କମ୍ ବୃଷ୍ଟିପାତ ହେବା ଆକଳନ
IMD DG


ଭୁବନେଶ୍ୱର, ୦୪ ଜୁନ (ହି.ସ) - ଓଡ଼ିଶାରେ ମୌସୁମୀ ପ୍ରବେଶକୁ ନେଇ କୌଣସି ପୂର୍ବାନୁମାନ ନାହିଁ। ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏବେ ଓଡ଼ିଶାରେ ମୌସୁମୀ ପାଇଁ ସ୍ଥିତି ଭଲ ଅଛି । ମାତ୍ର ଏଥର ଦେଶରେ ସାଧାରଣ ବୃଷ୍ଟିପାତରୁ କମ୍ ବୃଷ୍ଟିପାତ ହେବା ଆକଳନ କରାଯାଇଛି। ସେହିପରି ଉତର ଓଡ଼ିଶାରେ ବୃଷ୍ଟିପାତ କମ୍ ରହିପାରେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande