କବିସୂର୍ଯ୍ୟନଗର ଥାନାରୁ ପୁଲିସ କର୍ମଚାରୀଙ୍କ ସମୂହ ବଦଳି
ଗଂଜାମ, 05 ଜୁନ୍ (ହି.ସ.) କବିସୂର୍ଯ୍ୟନଗର ଥାନାରେ ଦିବ୍ୟାଙ୍ଗ ଯୁବକ ସୁଶାନ୍ତ ସାହୁଙ୍କୁ ପିଟିପିଟି ହତ୍ୟା ଘଟଣାରେ ଗଂଜାମ ଜିଲା ଏସ୍ ପି ଥାନାର ସମସ୍ତ ପୁଲିସ, ଅଧିକାରୀଙ୍କ ଠାରୁ ଆରମ୍ଭ କରି ଡ୍ରାଇଭର ପର୍ଯ୍ୟନ୍ତ ସମସ୍ତଙ୍କୁ ତଥା 23ଜଣଙ୍କୁ ଜିଲାର ବିଭିନ୍ନ ଥାନାକୁ ବଦଳି କରିଛନ୍ତି। ଠିକ୍ ସେ
କବିସୂର୍ଯ୍ୟନଗର ଥାନାରୁ ପୁଲିସ କର୍ମଚାରୀଙ୍କ ସମୂହ ବଦଳି


ଗଂଜାମ, 05 ଜୁନ୍ (ହି.ସ.) କବିସୂର୍ଯ୍ୟନଗର ଥାନାରେ ଦିବ୍ୟାଙ୍ଗ ଯୁବକ ସୁଶାନ୍ତ ସାହୁଙ୍କୁ ପିଟିପିଟି ହତ୍ୟା ଘଟଣାରେ ଗଂଜାମ ଜିଲା ଏସ୍ ପି ଥାନାର ସମସ୍ତ ପୁଲିସ, ଅଧିକାରୀଙ୍କ ଠାରୁ ଆରମ୍ଭ କରି ଡ୍ରାଇଭର ପର୍ଯ୍ୟନ୍ତ ସମସ୍ତଙ୍କୁ ତଥା 23ଜଣଙ୍କୁ ଜିଲାର ବିଭିନ୍ନ ଥାନାକୁ ବଦଳି କରିଛନ୍ତି। ଠିକ୍ ସେହିପରି ଅନ୍ୟାନ ଥାନାରୁ କବିସୂର୍ଯ୍ୟନଗର ଥାନାକୁ ପୁଲିସ କର୍ମଚାରୀଙ୍କୁ ବଦଳି କରାଯାଇ ଶୂନ୍ୟ ସ୍ଥାନ ପୂରଣ କରାଯାଇଛି । ଏଥିସହ ଜିଲାର 52ଜଣ ପୁଲିସ କର୍ମଚାରୀଙ୍କୁ ମଧ୍ୟ ବଦଳି କରାଯାଇଥିବା ସୂଚନା ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande