କୃଷକବିକାଶସମବାୟସମିତି ପକ୍ଷରୁମୁଗକ୍ରୟ, ଧାନବିହନ ଓ ସାରବିକ୍ରି ଆରମ୍ଭ
କେନ୍ଦ୍ରାପଡା ୫ ଜୁନ୍ (ହିସ) – ମାକର୍ଫେଡ୍ ଆନୁକୁଲ୍ୟେରକୃଷକବିକାଶସମବାୟସମିତି ପକ୍ଷରୁତୃତୀୟ ପର୍ଯ୍ୟାୟମୁଗକ୍ରୟ ଆରମ୍ଭ ହୋଇଥିବୋବେଳଚାଷିମାନଙ୍କୁସରକାରଙ୍କ ଧାର୍ଯ୍ୟମୂଲ୍ୟେରସାର ଓ ଧାନ ବିହନ ଯୋଗାଇ ଦିଆଯାଉଛି। ଅଙ୍ଗୁଳାଇ ପଂଚାୟତର ନୀଳାଦ୍ରୀପୁରମୁଗକ୍ରୟେକନ୍ଦ୍ରେରଚାଷୀମାନଙ୍କଠାରୁତୃତୀୟ ପର୍ଯ୍ୟା
କୃଷକବିକାଶସମବାୟସମିତି ପକ୍ଷରୁମୁଗକ୍ରୟ, ଧାନବିହନ ଓ ସାରବିକ୍ରି ଆରମ୍ଭ


କେନ୍ଦ୍ରାପଡା ୫ ଜୁନ୍ (ହିସ) – ମାକର୍ଫେଡ୍ ଆନୁକୁଲ୍ୟେରକୃଷକବିକାଶସମବାୟସମିତି ପକ୍ଷରୁତୃତୀୟ ପର୍ଯ୍ୟାୟମୁଗକ୍ରୟ ଆରମ୍ଭ ହୋଇଥିବୋବେଳଚାଷିମାନଙ୍କୁସରକାରଙ୍କ ଧାର୍ଯ୍ୟମୂଲ୍ୟେରସାର ଓ ଧାନ ବିହନ ଯୋଗାଇ ଦିଆଯାଉଛି। ଅଙ୍ଗୁଳାଇ ପଂଚାୟତର ନୀଳାଦ୍ରୀପୁରମୁଗକ୍ରୟେକନ୍ଦ୍ରେରଚାଷୀମାନଙ୍କଠାରୁତୃତୀୟ ପର୍ଯ୍ୟାୟମୁଗକିଣାମାକର୍ଫେଡ୍ମାନ ନିରୀକ୍ଷକସୁମିତିସାମଲଙ୍କଉପସ୍ଥିତେିରସମିତିରସଭାପତି ପ୍ରେମାଦ କୁମାରସାହୁଶୁଭାରମ୍ଭ କରିଥେôଲ।ମୁଗକ୍ୱିଣ୍ଟାଲ୍ ପିଛା ୮ ହଜାର ୭୬୮ ଟଙ୍କା ଦରେର ୨୨ ଜଣ ଚାଷୀଙ୍କଠାରୁ ୧୦୮.୫୦ କ୍ୱିଣ୍ଟାଲ୍ମୁଗକିଣାଯାଇଥିଲା।ଚାଷୀମାନଙ୍କମଧ୍ୟେର େଅଶାକ ଦାସ, ଅକ୍ଷୟରାଉତ, ଅୋଲାକରାଉତ, ଆକୁଳିସାହୁ, ମାଧବ ନାୟକ ପ୍ରମୁଖମୁଗକ୍ରୟକାର୍ଯ୍ୟକ୍ରମେର ଅଂଶଗ୍ରହଣକରିଥେôଲ। ପ୍ରଥମ ପର୍ଯ୍ୟାୟେର ୧୯ ଜଣ ଚାଷୀଙ୍କଠାରୁ ୧୭୫ କ୍ୱିଣ୍ଟାଲ୍, ଦ୍ୱିତୀୟ ପର୍ଯ୍ୟାୟେର ୫୦ ଜଣ ଚାଷୀଙ୍କଠାରୁ ୨୧୦ କ୍ୱିଣ୍ଟାଲ୍ମୁଗକିଣା ଯାଇଥିଲାେ।ସହିଭଳିମଇ ୧୫ ତାରିଖଠାରୁ ୨୫ ଜଣ ଚାଷୀଙ୍କୁ ପ୍ୟୋକଟ୍ ପିଛା ୨୦ କି.ଗ୍ରାହିସାବେର ୪୩ କ୍ୱିଣ୍ଟାଲ୍ ପୂଜା, ସାରଳା ୧୦୬୧, ଧଳାସ୍ୱଣ୍ଣ,ର୍ ନାଲିସ୍ୱଣ୍ଣ,ର୍ ୮୦୩ ଓ ୧୦୭୫ ଆଦି ବିଭିନ୍ନକିସମର ଧାନ ବିହନ ୮୩୬ ଟଙ୍କା ଦରେରଚାଷୀମାନଙ୍କେୁଯାଗାଇ ଦିଆଯାଇଛିେ।ସହିଭଳି ପ୍ରଥମ ପର୍ଯ୍ୟାୟେରଚାଷୀମାନଙ୍କୁ ୪୫ କେ.ଜି ପ୍ରତି ପ୍ୟୋକଟ୍ ପିଛାସରକାରୀ ଦର୍େର ୨୨୨ ପ୍ୟୋକଟ୍, ଏନ୍.ଏଫ୍.ଏଲ୍ୟୁରିଆସାରଶୀଘ୍ରେଯାଗାଇ ଦିଆଯିବେବାଲିସଂପାଦକ ମେନାଜସାହୁସୂଚନା ଦେଇଛନ୍ତି।

-----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande