ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୨୦୨୫-୨୬ ପରୀକ୍ଷାଫଳ ପ୍ରକାଶିତ
ବଲାଙ୍ଗୀର, ୦୫ ଜୁନ୍(ହି.ସ.) – ଆଜି ଅପରାହ୍ନରର ରାଜେନ୍ଦ୍ର ବଶ୍ୱିବିଦ୍ୟାଳୟର ଯୁକ୍ତ ତିନି ଓ ସ୍ନାତରକାତର ଶେଷବର୍ଷ କଳା, ବଜ୍ଞିାନ ଓ ବାଣିଜୟ ଏବଂ ତ୍ରବିାଷିକ ସମନିିତ ବି. ଏଡ୍ – ଏମ୍ .ଏଡ୍ ପରୀକ୍ଷାଫଳ ପ୍ରକାଶିତ ହୋଇଯାଇଛି। ସ୍ନାତରକାତର କଳା ରେଣୀରର ୩୧୯ , ବିଜ୍ଞାନରର ୧୫୩ ଓ ବାଣିଜ୍ୟରେ ୩୩ ଜଣ
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୨୦୨୫-୨୬ ପରୀକ୍ଷାଫଳ ପ୍ରକାଶିତ


ବଲାଙ୍ଗୀର, ୦୫ ଜୁନ୍(ହି.ସ.) – ଆଜି ଅପରାହ୍ନରର ରାଜେନ୍ଦ୍ର ବଶ୍ୱିବିଦ୍ୟାଳୟର ଯୁକ୍ତ ତିନି ଓ ସ୍ନାତରକାତର ଶେଷବର୍ଷ କଳା, ବଜ୍ଞିାନ ଓ ବାଣିଜୟ ଏବଂ ତ୍ରବିାଷିକ ସମନିିତ ବି. ଏଡ୍ – ଏମ୍ .ଏଡ୍ ପରୀକ୍ଷାଫଳ ପ୍ରକାଶିତ ହୋଇଯାଇଛି। ସ୍ନାତରକାତର କଳା ରେଣୀରର ୩୧୯ , ବିଜ୍ଞାନରର ୧୫୩ ଓ ବାଣିଜ୍ୟରେ ୩୩ ଜଣ ପରୀକ୍ଷା ଦେଇଥିବାବେଳେ ୨୭୬, ୧୩୩ ଓ ୧୯ ଜଣ ଯଥାକ୍ରରମ ଉତୀର୍ଣ୍ଷ ର ।ଇଛନ୍ତି । ପାସ ।ର କଳାରର ୮୬.୫ , ବିଜ୍ଞାନରର ୮୬.୯ ଓ ବାଣିଜୟରର ୫୭.୬ ପ୍ରତେିତ ର ଛି ି। ରସ ପିର ି ଯୁକ୍ତ ତନି ିରେଣୀରର ୬୧୧୪ , ବିଜ୍ଞାନରର୧୨୪୫, ବାଣିଜୟରର ୪୨୫ ଏବଂ କଳା (ପାସ) ରର ୮୦ ଜଣ ପରୀକ୍ଷା ରଦ୍ଇଥିବା ରବରଳ ୨୪୪୭ , ୫୩୧,୧୩୫ ଏବଂ ୧୦

ଜଣ ଯଥାକ୍ରରମ ଉତୀର୍ଣ୍ଣ ହୋଇଛନ୍ତି। ପାସ୍ର କଳାରର ୪୦.୦୨, ବିଜ୍ଞାନରର ୪୨.୬୫, ବାଣିଜୟରର ୩୧.୭୬ କଳା (ପାସ) ହାର ୧୨.୫୦ ପ୍ରତେିତ ର ିଛି । ତ୍ରିବାଷିକ ସମନିିତ ବି. ଏଡ୍ – ଏମ୍ .ଏଡ୍ ପରୀକ୍ଷାରର ୪୫ ଜଣ ପରୀକ୍ଷା ରଦ୍ଇଥିବା ରବରଳ ୪୪ ଜଣ ଉତୀର୍ଣ୍ଣ ହୋଇଛନ୍ତି। ପାସ ।ର ର ିଛି ୯୭. ୭୮ ପ୍ରତିଷ୍ଠିତ। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତରକାତର ପ୍ରାଣୀବିଜ୍ଞାନ ବିଭାଗର ଛାତ୍ରୀ ରରବତୀ ସ୍ୱାଇଁ ବିଶ୍ୱବିଦ୍ୟାଳୟର ଟପର ର ଇଥିବା ରବରଳ କଳା ରରାତରର ଭୂରଗାଳ ବଭିାଗର ଛାତ୍ରୀ ସଷ୍ଟୃ ି ସଚୁରତିା ମେି, ବିଜ୍ଞାନ ରରାତରର ପ୍ରାଣୀବିଜ୍ଞାନର ଛାତ୍ରୀ ରରବତୀ ସ୍ୱାଇଁ ଏବଂ ବାଣିଜୟ ବଭିାଗରର ଚମନଲାଲ ଅଗ୍ରୱାଲ ଓ ରଶ୍ୱତା ପଧାନ ଯୁଗମ ଟପର ହୋଇଛନ୍ତ ି। ରସ ଭିଳ ିଯୁକ୍ତ ତନି ିରରାତରର ଯରବାଦ୍ୟ ୁ କରଲଜ ଅଫ୍ ଏଡଭାନସ ରଟରକନାରଲାଜି, ସକମାର ପ୍ରାଣୀବିଜ୍ଞାନ ବିଭାଗର ଛାତ୍ରୀ ରଦ୍ୱଯାନୀ ଖମାରୀ ବିଶ୍ୱବିଦ୍ୟାଳୟର ଟପର ହୋଇଥିବା ରବରଳ କଳା ରରାତରର ମନସ୍ତତ୍ୱ ବିଜ୍ଞାନ ବିଭାଗର ଛାତ୍ରୀ ରମର କ ପାତ୍ର, କଳା ରରାତରର ପ୍ରାଣୀବିଜ୍ଞାନର ଛାତ୍ରୀ ରଦ୍ୱଯାନୀ ଖମାରୀ, ବାଣିଜୟ ରରାତରର ଗ୍ରୀଷମା ମହାନା ଟପର ହୋଇଛନ୍ତି। ତ୍ରିବାଷିକ ସମନିିତ ବି. ଏଡ୍ – ଏମ୍ .ଏଡ୍ ପରୀକ୍ଷାରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରିୟବ୍ରତ ରସନ ଟପର ହୋଇଛନ୍ତି।

ବଶ୍ୱିବିଦ୍ୟାଳୟର କୁଳପତିପ୍ରରଫସର ବଭିୂତି ଭୂଷଣ ମଲିକ ପରୀକ୍ଷାଫଳ ପୁସ୍ତିକା ଉରନମାଚନ କରଥିିରଲ। ଏହି ଅବସରରର ସ୍ନାତରକାତର ପରିଷଦର ଅଧ୍ୟକ୍ଷ ଡ. ପ୍ରତାପ କୁମାର ଦାସ, ପରୀକ୍ଷା ନୟିନ୍ତ୍ରକ ଡ. ୟୋମ ରଭାଇ, ଉପ-ପରୀକ୍ଷା ନିୟନ୍ତ୍ରକ ଡ. ନରରନ୍ଦ୍ର କୁମାର ରାଉତ, କୁଳସଚବି େୀଯୁକ୍ତ ର ପ୍ରସାଦ୍ ରଭାଇ, ବିଜ୍ଞାନ ନିୟନ୍ତ୍ରକ େୀଯୁକ୍ତ ଚନ୍ଦ୍ରମଣି ମିଧଷା, ମହାବିଦ୍ୟାଳୟ ଉନ୍ନୟନ ପରିଷଦର ଭାରପ୍ରାପ୍ତ ନରିଦ୍ଷେକ ଡ. ମରନାଜ କୁମାର ନାଗଙ୍କ, ପରୀକ୍ଷା ବିଭାଗର ବରିଷ୍ଠ ସ ହାୟକ େୀଯୁକ୍ତ ମରନାରଂଜନ ପରଟଲଙ୍କ ସରମତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିବୃନ୍ଦ ଉପସ୍ଥିତ ଥିଲେ। କୁଳପତ ିପ୍ରରଫସର ମଲିକ ଉପସ୍ଥିତ ସମସ୍ତଙ୍କୁ ସାଦ୍ର ସ୍ୱାଗତ କରବିା ସହିତ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande