
ଜିଲ୍ଲାକାର୍ଯ୍ୟାଳୟସିଢିଘରେରଲିେଂରଗାମୁଛାବାନ୍ଧିଝୁଲିପଡେିଲ ଯୁବକ
କେନ୍ଦ୍ରାପଡା ୫ ଜୁନ୍ (ହିସ) –କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି କ୍ଷ ମୃତ ଯୁବକ ନିକିରାଇ ଥାନା ଅଧିନ ବେଣୀପୁରପଂଚାୟତରରାଏତୁଣ୍ଡୀଗ୍ରାମରଶ୍ରୀଚନ୍ଦନ ଦାସ ବୋଲି ଜଣାପଡିଛି କ୍ଷ ଘଟଣା ପୂର୍ବରୁ ସମ୍ପୃକ୍ତ ଯୁବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ବୁଲୁଥିବାର ଆଜିଲୋକେ ଦେଖିଛନ୍ତି କ୍ଷ ତେବେ ଯୁବକ ଜଣଙ୍କ ବାରମ୍ବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ିନିରାଶ ହେବା ପରେ ଶେଷରେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ଗୀତାଞ୍ଜଳି ସେଠି କ୍ଷକେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା କ୍ଷ ଜିଲାପାଳଙ୍କ ଅଫିସ୍ ଦପ୍ତର ବାମପେଟଉପରମହଲାକୁ ଯିବାପାଇଁ ଥିବାସିଡି ବାଡ଼ରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି।ଆଜି ଅପରାହ୍ନ ପ୍ରାୟ ସାଢେ ୩ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାକୁ ଯିବାପାଇଁ ଥିବା ଷ୍ଟିଲ ସିଡିବାଡାରେ ଯୁବକଙ୍କ ମୃତ ଦେହ ଗାମୁଛାରେ ବନ୍ଧା ହୋଇଓହଳିଥିବା ଅବସ୍ଥାରେ ଠାବ ହୋଇଥିଲା କ୍ଷ ମୃତ ଯୁବକେଡରାବିଶବ୍ଲକ ଓ ନିକିରାଇ ଥାନା ଅଧିନ ରାଏତୁଣ୍ଡୀଗାଁର ଭରତ ଦାସଙ୍କ ପୁଅ ଶ୍ରୀଚନ୍ଦନ ଦାସ ବୋଲି ଜଣାପଡିଛି କ୍ଷ ସକାଳୁଆ ଅଫିସ ହୋଇଥିବାରୁ ଦିନ ଗୋଟାଏରେ ଅଫିସ ଛୁଟି ହୋଇଥେôଲ ମଧ୍ୟ ଆଜି ଅଫିସ୍େରଗହଳଚହଳ ଥିଲାେ।ତେବସମେସ୍ତଚାଲିଯିବାପେରଯୁବକ ଜଣକ କଲେକ୍ଟର ଅଫିସ ଭିତରକୁ ଯାଇଥିବା ଅନୁମାନ କରାଯାଉଛି କ୍ଷ ତେବେ ଦିନ ପ୍ରାୟ ଗୋଟାଏ ବେଳେ ଯୁବକଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୁଲୁଥିବା ଦେଖା ଯାଇଥିଲା କ୍ଷ ତେବେ କେଉଁ ପରିସ୍ଥିତିରେ ସେ ଏଭଳି ନିଷ୍ପତି ନେଲେ ତାହା ଜଣାପଡିନାହିଁ କ୍ଷ ମିଳିଥିବା ସୂଚନା ଅନୁଯାୟୀ ମୃତ ଶ୍ରୀଚନ୍ଦନ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ କ୍ଷ କେନ୍ଦ୍ରାପଡା ଟାଉନ୍ ଅନ୍ତର୍ଗତ ବାସୁଳାଇ ଗଳିରେ ସେ ଘର ଭଡା ନେଇ ରହୁଥିଲେ କ୍ଷ ତାଙ୍କ ବାପା ଭରତ ଦାସ ଜଣେ ଅବସରପ୍ରାପ୍ତ ଗୃହରକ୍ଷୀ କ୍ଷମୃତକ ଜଣକ ଅନୁସୂଚୀତଜାତିରେହାଇଥିବାରୁଜମିବିକିବା ପାଇଁ ପ୍ରଶାସନଠାରୁ ଅନୁମତି ପାଇବା ପାଇଁବାରମ୍ବାରଉପଜିଲ୍ଲାପାଳଙ୍କକାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କକାର୍ଯ୍ୟାଳୟକୁ ଆସିଥିବାବହେୁଲୋକସୂଚନା ଦେଇଛନ୍ତି।ତେବେ ବାରମ୍ବାର ଦୈାଡିବା ପେର ଅନୁମତିମିଳିବୋରବିଫଳେହବାରୁଚରମ ପନ୍ଥାଗ୍ରହଣକରିଥିବା ଅନୁମାନ କରାଯାଉଛି।ଖବର ପାଇ ଟାଉନ୍ ପୋଲିସ ଘଟଣାସ୍ଥଳେରପହଞ୍ଚି ଶବ ଜବତ କରିଛି କ୍ଷ ମୃତ ଯୁବକଙ୍କ ପ୍ୟାଣ୍ଟ ପକେଟରୁ ଏକ ଛୋଟ ଫୋନ ଜବତ କରିଛି ପୋଲିସ ।
ଜିଲାପାଳଙ୍କ ଚାମ୍ବର ର ମାତ୍ର ୧୦ ମିଟର ଦୂରରେ ଜଣେ ଯୁବକ ଆତ୍ମହତ୍ୟଆ କରିବା ଘଟଣାକୁ ନେଇ ନାନା ପ୍ରଶ୍ନ ଉଠୁଛି କ୍ଷ ତେବେ ପଦସ୍ଥ ଅଧିକାରୀମାନଙ୍କ ଋକ୍ଷ ଓ ଅଶାଳୀନ ବ୍ୟବହାର ତଥା ଜନସାଧାରଣଙ୍କକାର୍ଯ୍ୟକରିବୋର େଅହତୁକବିଳମ୍ବ ପାଇଁ ପ୍ରବଳ ଜନ ଅସେନ୍ତାଷ ଦେଖା ଦେଇଥିବୋବେଳ ଆଜିରଘଟଣାଜିଲ୍ଲା ପ୍ରଶାସନରକାର୍ଯ୍ୟେଶୌଳୀ ପ୍ରତି ପ୍ରଶ୍ନବାଚୀସୃଷ୍ଟିକରିଛି।ଜିଲ୍ଲାକାର୍ଯ୍ୟାଳୟଭଳି ଏକ ସରକାରୀ ଦପ୍ତରେରେକୌାଣସିସୁରକ୍ଷାକର୍ମୀ ନଥିବା ଓ ଅଫିସ୍ ବନ୍ଦ ସମୟେର ଅବାଂଛିତବ୍ୟକ୍ତିମୋନ ଆଡାଜମାଇବା, ସୁରକ୍ଷାବ୍ୟବସ୍ଥା ପ୍ରତି ଆହ୍ୱାନ ସୃଷ୍ଟିକରିଛି।ବିଜେପି ନେତ୍ରୀ ଗୀତାଞ୍ଜଳି ସେଠି ଏ ନେଇ ସଙ୍ଗିନୀ ଅଭିଯୋଗ ଆଣିଛନ୍ତି କ୍ଷ କେନ୍ଦ୍ରାପଡା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା ରେ ଗୀତାଞ୍ଜଳି ଜିଲା ପ୍ରଶାସନକୁ ଦାୟୀ କରୁଛନ୍ତି କ୍ଷ ଜମି ବିକ୍ରି ପାଇଁ ବାରମ୍ବାର ସବ୍ କଲେକ୍ଟର ଅଫିସ ଦୌଡ଼ୁ ଥିଲେ ।
-------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ