
କେନ୍ଦ୍ରାପଡା ୫ ଜୁନ୍ (ହିସ) - କେନ୍ଦ୍ରାପଡ଼ା ବ୍ଲକ ଅଧିନସ୍ତ ଓସ୍ତପୁରପଂଚାୟତ ରେ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି କ୍ଷ ସ୍ଥାନୀୟ ସରପଞ୍ଚ ପ୍ରସନ୍ନ କୁମାର ରାଉତ ଙ୍କ ତତ୍ୱାବଧାନରେ ପଂଚାୟତ କାର୍ଯ୍ୟାଳୟସଭାଗୃହେରଏକ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା କ୍ଷ ଏଥିରେ ପଂଚାୟତ ନିର୍ବାହୀ ଅଧିକାରୀ ,ଗ୍ରାମ ରୋଜଗାର ସାଥି ଓ ମହିଳା ସ୍ୱୟଂ ସହୟିକା ଗୋଷ୍ଠୀ ର କର୍ମକର୍ତା ମାନେ ଯୋଗଦେଇ ଆଜି ର ପରିବର୍ତ୍ତିତ ବିଶ୍ୱ ତାପମାତ୍ରା ଓ ତାପମାନର ଆସନ୍ତୁଳିତ ପରିସ୍ଥିତି ଓ ଜୀବଜଗତ ଉପରେ ପଡୁଥିବାଏହାର ପ୍ରଭାବ ସମ୍ପର୍କେର ଆଲୋଚନା କରିବାସହ ପରିବେଶର ସୁରକ୍ଷାଏହାର ଏକ ମାତ୍ର ବିକଳ୍ପ ବୋଲି ଗୁରୁତ୍ତ୍ୱ ଆରୋପ କରିଥିଲେ କ୍ଷ ନିଜ ନିଜ ଅଞ୍ଚଳ ରେ ପରିବେଶ ର ସୁରକ୍ଷା ଉଦ୍ୟମ କରିବାକୁପ୍ରଚେଷ୍ଟା କରିବା ଦରକାର ବୋଲି ପରାମର୍ଶ ଦେଇଥେôଲ।
----------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ