ସଂଘର ଦ୍ୱିତୀୟ ସରସଂଘଚାଳକ ପରମ ପୂଜ୍ୟ ମାଧବ ସଦାଶିବ ଗୋଲୱାଲକରଙ୍କ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 05 ଜୁନ୍ (ହି.ସ.)- ସଂଘର ଦ୍ୱିତୀୟ ସରସଂଘଚାଳକ ପରମ ପୂଜ୍ୟ ମାଧବ ସଦାଶିବ ଗୋଲୱାଲକରଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ଚିନ୍ତକ, କୁଶଳ ସଂଗଠକ ତଥା
ଗୋଲୱାଲକର


ଭୁବନେଶ୍ୱର, 05 ଜୁନ୍ (ହି.ସ.)- ସଂଘର ଦ୍ୱିତୀୟ

ସରସଂଘଚାଳକ ପରମ ପୂଜ୍ୟ ମାଧବ ସଦାଶିବ ଗୋଲୱାଲକରଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ

ଚିନ୍ତକ, କୁଶଳ ସଂଗଠକ ତଥା

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଦ୍ୱିତୀୟ ସରସଂଘଚାଳକ ପରମ ପୂଜ୍ୟ ମାଧବ ସଦାଶିବ ଗୋଲୱାଲକରଙ୍କ

ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ସମାଜ ସଂସ୍କାରକ ଏବଂ ରାଷ୍ଟ୍ରନିଷ୍ଠ ଦୃଷ୍ଟିକୋଣର

ପ୍ରତୀକ ଭାବେ ତାଙ୍କର ନିସ୍ୱାର୍ଥପର ସମର୍ପଣ, ଅନୁଶାସନ ଓ ଆଦର୍ଶ ଜୀବନ ଆମ ସମସ୍ତଙ୍କ ପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ।

ତାଙ୍କର ବିଚାରଧାରା ଆମକୁ ଦେଶସେବା ପଥରେ ନିରନ୍ତର ମାର୍ଗଦର୍ଶନ ପ୍ରଦାନ କରୁଥିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande