
ଭୁବନେଶ୍ୱର, 05 ଜୁନ୍ (ହି.ସ.)- ଭୁବନେଶ୍ବରରେ
ପହଞ୍ଚିଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ୍। ଆଜି ଏୟାରପୋର୍ଟରୁ
ବାହାରି ସିଧା ସଳଖ ଭାବେ ଏକ ଘରୋଇ ହୋଟେଲକୁ ଯିବାର କାର୍ଯ୍ୟକ୍ରମ ଥିବା ବେଳେ ପରବର୍ତ୍ତୀ
ସମୟରେ କଳ୍ପନାରେ ଥିବା ସିନେମା ହଲରେ ଏକ ଚଳଚ୍ଚିତ୍ରର ସ୍ପେସିଆଲ ସ୍କ୍ରିନିଙ୍ଗରେ ଯୋଗ ଦେବାର
କାର୍ଯ୍ୟକ୍ରମ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା