ଦେବାଶିଷ ସାମନ୍ତରାୟ ମିଶିବା ପରେ ବିଜେପିର ଶକ୍ତି ବଢ଼ିଛି: ମନମୋହନ
ଭୁବନେଶ୍ୱର, 05 ଜୁନ୍ (ହି.ସ.)- ଦେବାଶିଷ ସାମନ୍ତରାୟ ମିଶିବା ପରେ ବିଜେପିର ଶକ୍ତି ବଢ଼ିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ । ସେ କହିଛନ୍ତି ଯେ, ଉପକୂଳ ରାଜନୀତିରେ ଦେବାଶିଷଙ୍କ ଦବଦବା ରହିଛି । ସେ ବିଜେପିରେ ମିଶିବା ଦ୍ବାରା
ଦେବାଶିଷ ସାମନ୍ତରାୟ ମିଶିବା     ପରେ ବିଜେପିର ଶକ୍ତି ବଢ଼ିଛି: ମନମୋହନ


ଭୁବନେଶ୍ୱର, 05 ଜୁନ୍ (ହି.ସ.)- ଦେବାଶିଷ

ସାମନ୍ତରାୟ ମିଶିବା ପରେ ବିଜେପିର ଶକ୍ତି ବଢ଼ିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି

ତଥା ସାଂସଦ ମନମୋହନ ସାମଲ । ସେ କହିଛନ୍ତି ଯେ, ଉପକୂଳ ରାଜନୀତିରେ ଦେବାଶିଷଙ୍କ ଦବଦବା ରହିଛି

। ସେ ବିଜେପିରେ ମିଶିବା ଦ୍ବାରା ଦଳ ଅଧିକ ଶକ୍ତିଶାଳୀ ହେଉଛି । ଅନ୍ୟ ନେତା ମାନେ ବିଜେପିକୁ

ଆସିବା ପାଇଁ ଆଲୋଚନା କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande