ଧର୍ମଗଡ ବିଧାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 05 ଜୁନ୍ (ହି.ସ.)- ଧର୍ମଗଡ ବିଧାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଧର୍ମଗଡ଼ର ଲୋକପ୍ରିୟ ବିଧାୟକ ଶ୍ରୀ ସୁଧୀର ରଂଜନ ପାଟ୍ଟଯୋଶୀଙ୍କୁ ଜନ୍ମଦିନର ହାର୍ଦ୍ଦି
ସୁଧୀର


ଭୁବନେଶ୍ୱର, 05 ଜୁନ୍ (ହି.ସ.)- ଧର୍ମଗଡ ବିଧାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ

ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଧର୍ମଗଡ଼ର ଲୋକପ୍ରିୟ ବିଧାୟକ ଶ୍ରୀ ସୁଧୀର ରଂଜନ ପାଟ୍ଟଯୋଶୀଙ୍କୁ

ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ। ମା' ସମଲେଶ୍ଵରୀଙ୍କ ନିକଟରେ

ଆପଣଙ୍କ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande