ପଦ୍ମଭୂଷଣ ସୁଭାଷ ସି. କାଶ୍ୟପଙ୍କ ବିୟୋଗରେ ନବୀନଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 05 ଜୁନ୍ (ହି.ସ.)- ପଦ୍ମଭୂଷଣ ସୁଭାଷ ସି. କାଶ୍ୟପଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ପ୍ରସିଦ୍ଧ ସଂବିଧାନ ବିଶେଷଜ୍ଞ, ଲେଖକ ଓ ପଦ୍ମଭୂଷଣ ସମ୍ମାନିତ ଡ଼ଃ ସୁଭାଷ
ପଦ୍ମଭୂଷଣ ସୁଭାଷ ସି.     କାଶ୍ୟପଙ୍କ ବିୟୋଗରେ ନବୀନଙ୍କ ଶୋକ ପ୍ରକାଶ


ଭୁବନେଶ୍ୱର, 05 ଜୁନ୍ (ହି.ସ.)- ପଦ୍ମଭୂଷଣ ସୁଭାଷ

ସି. କାଶ୍ୟପଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ପ୍ରସିଦ୍ଧ ସଂବିଧାନ ବିଶେଷଜ୍ଞ,

ଲେଖକ ଓ ପଦ୍ମଭୂଷଣ ସମ୍ମାନିତ ଡ଼ଃ ସୁଭାଷ ସି.

କାଶ୍ୟପଙ୍କ ପରଲୋକ ସମ୍ବାଦରେ ଗଭୀର ଦୁଃଖ ପ୍ରକାଶ କରୁଛି।

ତାଙ୍କର ଗଭୀର ପାଣ୍ଡିତ୍ୟ,

ସଂବିଧାନିକ ଚର୍ଚ୍ଚା ଓ ପାଣ୍ଡିତ୍ୟପୂର୍ଣ୍ଣ ଲେଖନୀ ଆମ

ସଂବିଧାନ ଓ ସାଂସଦୀୟ ଲୋକତନ୍ତ୍ର ପ୍ରତି ଆମର ବୁଝାମଣାକୁ ସମୃଦ୍ଧ କରିଥିଲା। ତାଙ୍କ ପରିବାର,

ମିତ୍ର ଓ ଅନୁଗାମୀମାନଙ୍କ ପ୍ରତି ଗଭୀର ସମବେଦନା

ଜଣାଇଛନ୍ତି ବିରୋଧୀ ଦଳ ନେତା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande