ପରିବେଶର ସୁରକ୍ଷା ଓ ସରଂକ୍ଷଣ ପାଇଁ ସଂକଳ୍ପ ନେବାକୁ ପ୍ରଭାତି ପରିଡାଙ୍କ ଆହ୍ୱାନ
ଭୁବନେଶ୍ୱର, 05 ଜୁନ୍ (ହି.ସ.)- ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ଏହି ଅବସରରେ ପରିବେଶର ସୁରକ୍ଷା ଓ ସରଂକ୍ଷଣ ପାଇଁ ସଂକଳ୍ପ ନେବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ଉପମୁଖ୍ୟମନ୍ତ୍ରୀ
ପରିବେଶ


ଭୁବନେଶ୍ୱର, 05 ଜୁନ୍ (ହି.ସ.)- ଆଜି ହେଉଛି

ବିଶ୍ୱ ପରିବେଶ ଦିବସ । ଏହି ଅବସରରେ ପରିବେଶର ସୁରକ୍ଷା ଓ ସରଂକ୍ଷଣ ପାଇଁ ସଂକଳ୍ପ ନେବାକୁ

ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ଏକ ବାର୍ତ୍ତା ଜାରି କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରକୃତି ଓ ପରିବେଶର

ସୁରକ୍ଷା ଓ ସରଂକ୍ଷଣ ପାଇଁ ସଂକଳ୍ପ ନେବାର ଦିନ ବିଶ୍ୱ ପରିବେଶ ଦିବସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande