
ଗଞାମ, ୭ ଜୁନ୍ (ହି.ସ.)- ଦିଗପହଣ୍ଡି ଅଂଚଳରେ ନାଟକ ଓ ଯାତ୍ରାରେ କିନ୍ନରମାନଙ୍କ ପ୍ରତି ଆଶାଳୀନ ବ୍ଯବହାର ପ୍ରଦର୍ଶନ କରାଯାଉନଥିବାରୁ ଏହାର ପ୍ରତିବାଦ କରି ଶତାଧିକ କିନ୍ନର ଏକାଠି ହୋଇ ଦିଗପହଣ୍ଡି ଥାନାରେ ଅଭିଯୋଗ କରିବା ସହ ଏହା ବିରୁଦ୍ଧରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ