ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସରେ ଖାଦ୍ୟଜନିତ ରୋଗର ଭାର କମାଇବା ପାଇଁ ନବୀନ ପଟ୍ଟନାୟକଙ୍କ ଅପିଲ
ଭୁବନେଶ୍ୱର, 07 ଜୁନ୍ (ହି.ସ.)- ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସରେ ଖାଦ୍ୟଜନିତ ରୋଗର ଭାର କମାଇବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅପିଲ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସ୍ୱାସ୍ଥ୍ୟକର ଖାଦ୍ୟ ସ୍ୱାସ୍ଥ୍ୟକର ଜୀବନ,
ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସରେ     ଖାଦ୍ୟଜନିତ ରୋଗର ଭାର କମାଇବା ପାଇଁ ନବୀନ ପଟ୍ଟନାୟକଙ୍କ ଅପିଲ


ଭୁବନେଶ୍ୱର, 07 ଜୁନ୍ (ହି.ସ.)- ବିଶ୍ୱ ଖାଦ୍ୟ

ସୁରକ୍ଷା ଦିବସରେ ଖାଦ୍ୟଜନିତ ରୋଗର ଭାର କମାଇବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅପିଲ

କରିଛନ୍ତି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ଏକ ବାର୍ତ୍ତା ଜାରି କରି ସ୍ୱାସ୍ଥ୍ୟକର ଖାଦ୍ୟ ସ୍ୱାସ୍ଥ୍ୟକର ଜୀବନ,

ସମୁଦାୟ ଏବଂ ଜାତି ଗଢ଼େ। ଗତ ଦୁଇ ଓ ଅଧା ଦଶକ ଧରି ଓଡିଶା

ଆବଶ୍ୟକାକରୀଙ୍କ ପାଇଁ ଖାଦ୍ୟ ସୁରକ୍ଷାରେ ପ୍ରଥମ ପଦକ୍ଷେପ ନେଇ ଅପାର ପ୍ରଶଂସା ଅର୍ଜନ କରିଛି। ବିଶ୍ୱ

ଖାଦ୍ୟ ସୁରକ୍ଷା ଦିବସ ଅବସରରେ, ଆସନ୍ତୁ ଖାଦ୍ୟଜନିତ ରୋଗର ଭାର କମାଇବା ପାଇଁଭଲ ସ୍ୱାସ୍ଥ୍ୟ,

ଶକ୍ତିଶାଳୀ ଜୀବିକା ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସଙ୍କଳ୍ପ

ନେବା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande