ନିରାପଦ ଖାଦ୍ୟ ସମସ୍ତଙ୍କର ଦାୟିତ୍ୱ- ପ୍ରଭାତି ପରିଡା
ଭୁବନେଶ୍ୱର, 07 ଜୁନ୍ (ହି.ସ.)- ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ଲୋକଙ୍କୁ ସଚେତନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ନିରାପଦ ଖାଦ୍ୟ ସମସ୍ତଙ୍କର ଦାୟିତ୍ୱ। ଆସନ୍ତୁ, ସୁରକ୍ଷିତ ଖାଦ୍
ନିରାପଦ ଖାଦ୍ୟ ସମସ୍ତଙ୍କର     ଦାୟିତ୍ୱ- ପ୍ରଭାତି ପରିଡା


ଭୁବନେଶ୍ୱର, 07 ଜୁନ୍ (ହି.ସ.)- ବିଶ୍ୱ ଖାଦ୍ୟ

ସୁରକ୍ଷା ଦିବସ ଅବସରରେ ଲୋକଙ୍କୁ ସଚେତନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ

ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ନିରାପଦ ଖାଦ୍ୟ ସମସ୍ତଙ୍କର ଦାୟିତ୍ୱ।

ଆସନ୍ତୁ, ସୁରକ୍ଷିତ ଖାଦ୍ୟ

ପ୍ରଚଳନ ମାଧ୍ୟମରେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟକର ଜୀବନ ସୁନିଶ୍ଚିତ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande