ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି : ଦଲାଲଙ୍କୁ ଧରିବାକୁ ୬ ଥାନାରେ ଏତଲା ଦେଲା ଶ୍ରମ ବିଭାଗ
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ମାମଲାରେ ଶ୍ରମ ବିଭାଗ ପକ୍ଷରୁ ରାଜ୍ୟର ୬ଟି ଥାନାରେ ଏତଲା ଦିଆଯାଇଛି। ଦଲାଲଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମ ବିଭାଗ ଏତଲା ଦେଇଛି। ତେଲକୋଇ, କେନ୍ଦୁଝର ଟାଉନ୍ ଓ ସଦର ଥାନା ସମେତ ହରିଚନ୍ଦନପୁର, ଘଟଗାଁ ଓ ବାଂଶପାଳ ଥାନାରେ
ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି : ଦଲାଲଙ୍କୁ ଧରିବାକୁ ୬ ଥାନାରେ ଏତଲା ଦେଲା ଶ୍ରମ ବିଭାଗ


ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ମାମଲାରେ ଶ୍ରମ ବିଭାଗ ପକ୍ଷରୁ ରାଜ୍ୟର ୬ଟି ଥାନାରେ ଏତଲା ଦିଆଯାଇଛି। ଦଲାଲଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମ ବିଭାଗ ଏତଲା ଦେଇଛି। ତେଲକୋଇ, କେନ୍ଦୁଝର ଟାଉନ୍ ଓ ସଦର ଥାନା ସମେତ ହରିଚନ୍ଦନପୁର, ଘଟଗାଁ ଓ ବାଂଶପାଳ ଥାନାରେ ଏତଲା ହୋଇଛି। ନିକଟରେ ତାମିଲନାଡୁର ଏକ ସି ଫୁଡ୍ କମ୍ପାନୀରେ ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁଁ ୧୪ ଜଣଙ୍କ ଜୀବନ ଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande