3 ରୁ 5 ଯାଏ ଓଡିଶାରେ ରହିବେ ଅମିତ ଶାହ
ଭୁବନେଶ୍ୱର, 01 ଜୁଲାଇ (ହି.ସ.)- କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା 3 ରୁ 5 ଯାଏ ଓଡିଶାରେ ରହିବେ। ସରକାରୀ କାର୍ଯ୍ୟକ୍ରମରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ସମ୍ବଲପୁର, ଭଟଲି, ବଡ଼ମ୍ବାରେ କାର୍ଯ୍ୟକ୍ରମ ରହିଛି। ରାଜ୍ୟ କାର୍ଯାଳୟ ଆସିବା ନେଇ କିଛି ସ୍ଥି
3 ରୁ 5 ଯାଏ ଓଡିଶାରେ ରହିବେ ଅମିତ ଶାହ


ଭୁବନେଶ୍ୱର, 01 ଜୁଲାଇ (ହି.ସ.)- କେନ୍ଦ୍ରଗୃହ

ମନ୍ତ୍ରୀ ଅମିତ ଶାହା 3 ରୁ 5 ଯାଏ ଓଡିଶାରେ ରହିବେ। ସରକାରୀ କାର୍ଯ୍ୟକ୍ରମରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।

ସମ୍ବଲପୁର, ଭଟଲି, ବଡ଼ମ୍ବାରେ କାର୍ଯ୍ୟକ୍ରମ

ରହିଛି। ରାଜ୍ୟ କାର୍ଯାଳୟ ଆସିବା ନେଇ କିଛି ସ୍ଥିର ହେଇନାହିଁ ବୋଲି ବିଜେପି ରାଜ୍ୟ ପ୍ରଭାରୀ

ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande