ୟୁଜି ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକା ସ୍ଥଗିତ
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - ଶିକ୍ଷାବର୍ଷ ୨୦୨୬–୨୭ ପାଇଁ ସ୍ନାତକ (ଡିଗ୍ରୀ) ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକା, ଯାହା ୦୨.୦୭.୨୦୨୬ (ଗୁରୁବାର) ଦିନ ପ୍ରକାଶ ପାଇବାର ଥିଲା, ତାହାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବଶୀଘ୍ର ସାମସ୍ ୟୁଜି (ଡି
admission


ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - ଶିକ୍ଷାବର୍ଷ ୨୦୨୬–୨୭ ପାଇଁ ସ୍ନାତକ (ଡିଗ୍ରୀ) ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକା, ଯାହା ୦୨.୦୭.୨୦୨୬ (ଗୁରୁବାର) ଦିନ ପ୍ରକାଶ ପାଇବାର ଥିଲା, ତାହାକୁ ସ୍ଥଗିତ ରଖାଯାଇଛି।

ସଂଶୋଧିତ ସମୟସୂଚୀ ଖୁବଶୀଘ୍ର ସାମସ୍ ୟୁଜି (ଡିଗ୍ରୀ) ପୋର୍ଟାଲରେ ପ୍ରକାଶ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande