ତାମିଲନାଡୁ ଗ୍ୟାସ ଲିକ୍ ଘଟଣାରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
ଭୁବନେଶ୍ୱର, 01 ଜୁଲାଇ (ହି.ସ.)- ତାମିଲନାଡୁର ତିରୁଭାଲ୍ଲୁରସ୍ଥିତ ପିଟର୍ ଆଣ୍ଡ ପଲ୍ ସି-ଫୁଡ୍ ଏକ୍ସପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍
ତାମିଲନାଡୁ ଗ୍ୟାସ ଲିକ୍     ଘଟଣାରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ


ଭୁବନେଶ୍ୱର, 01 ଜୁଲାଇ (ହି.ସ.)- ତାମିଲନାଡୁର

ତିରୁଭାଲ୍ଲୁରସ୍ଥିତ ପିଟର୍ ଆଣ୍ଡ ପଲ୍ ସି-ଫୁଡ୍ ଏକ୍ସପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ରେ

ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଖରାବା ଗ୍ରାମର ଅଞ୍ଜଳି ଅଞ୍ଜନା ଜୁଆଙ୍ଗ ଚିକିତ୍ସାଧୀନ

ଅବସ୍ଥାରେ ଷ୍ଟାନଲେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଏହା ସହ ଏହି ଦୁର୍ଘଟଣାରେ ମୃତ ଓଡ଼ିଆ

ଶ୍ରମିକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ମୃତଦେହକୁ ସମସ୍ତ ଆଇନଗତ ଓ ଚିକିତ୍ସା ସମ୍ବନ୍ଧୀୟ

ପ୍ରକ୍ରିୟା ଶେଷ ପରେ ତାଙ୍କ ଜନ୍ମସ୍ଥାନକୁ ପଠାଇବା ପାଇଁ ପଦକ୍ଷେପ ନିଆଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande