ଶ୍ରୀ ଜଗନ୍ନାଥ ଙ୍କ କଳଙ୍କି ଅବତାର ରେ ଉତ୍କଳ ମହିଳା ବିକାଶ ତରଫ ରୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ
ବଲାଙ୍ଗିର, 23 ଜୁଲାଇ (ହି.ସ.) ଆଜି ଶ୍ରୀ ଜଗନ୍ନାଥ ଙ୍କ କଳଙ୍କି ଅବତାର ରେ ଉତ୍କଳ ମହିଳା ବିକାଶ ତରଫ ରୁ,ବିକ୍ରମ ଛକ ଜଗନ୍ନାଥ ଙ୍କ ଅବତାର ସ୍ଥାନ ରେ ବୁନ୍ଦି, ଶେଉ ,ଓ ନଡିଆ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା, ଶ୍ରଦ୍ଧାଳୁ ବହୁତ ଖୁସି ରେ ଭୋଗ ପାଇ ଖୁସି ରେ ଯାଉ ଥିଲେ, ସନ୍ଧ୍ୟା 5 ଟାରୁ ସ
ଶ୍ରୀ ଜଗନ୍ନାଥ ଙ୍କ କଳଙ୍କି ଅବତାର ରେ ଉତ୍କଳ ମହିଳା ବିକାଶ ତରଫ ରୁ,ବିକ୍ରମ ଛକ ଜଗନ୍ନାଥ ଙ୍କ ଅବତାର ସ୍ଥାନ ରେ ବୁନ୍ଦି, ଶେଉ ,ଓ ନଡିଆ) ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ


ବଲାଙ୍ଗିର, 23 ଜୁଲାଇ (ହି.ସ.) ଆଜି ଶ୍ରୀ ଜଗନ୍ନାଥ ଙ୍କ କଳଙ୍କି ଅବତାର ରେ ଉତ୍କଳ ମହିଳା ବିକାଶ ତରଫ ରୁ,ବିକ୍ରମ ଛକ ଜଗନ୍ନାଥ ଙ୍କ ଅବତାର ସ୍ଥାନ ରେ ବୁନ୍ଦି, ଶେଉ ,ଓ ନଡିଆ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା, ଶ୍ରଦ୍ଧାଳୁ ବହୁତ ଖୁସି ରେ ଭୋଗ ପାଇ ଖୁସି ରେ ଯାଉ ଥିଲେ, ସନ୍ଧ୍ୟା 5 ଟାରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିଲା, ସଭାପତି ସଂଯୁକ୍ତା ମିଶ୍ର ଙ୍କ ତତ୍ଵାବଧାନ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ, ସମାଜସେବୀ ନିହାରିକା ମିଶ୍ର, ସବିତା ରାଣୀ ମିଶ୍ର, ରଞ୍ଜିତା ମିଶ୍ର, ସୁଜାତା ନନ୍ଦ ନିରୁପମା ମିଶ୍ର, କାମିନୀ ମେହେର, ଦେବସ୍ମିତା ତ୍ରିପାଠୀ, ଶସ୍ମିତା ମେହେର,ପ୍ରତିମା ହୋତା ,ଆରତୀ ଗୁରୁ, ରାଜଶ୍ରୀ ତ୍ରିପାଠୀ, ପ୍ରଭୂତି କାର୍ଯ୍ୟକ୍ରମ କୁ ପରିଚାଳନା କରି ସହଯୋଗ କରିଥିଲେ

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande