ଗଞ୍ଜାମ ଜିଲ୍ଲାରେ ତିନି ଜଣ ମହିଳା କରୋନାରେ ଆକ୍ରାନ୍ତ
ଗଂଜାମ, 23 ଜୁଲାଇ (ହି.ସ.)ଗଞ୍ଜାମ ଜିଲ୍ଲାରେ ତିନି ଜଣ ମହିଳା କରୋନାରେ ଆକ୍ରାନ୍ତ ହୋଇ ଵ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମେଡିକାଲ କର୍ମଚାରୀ ରହିଛନ୍ତି। ଆକ୍ରାନ୍ତ ଏହି ତିନିଜଣ ମହିଳାଙ୍କୁ ସଙ୍ଗରୋଧ ଗୃହରେ ରଖାଯାଇ ଚିକିତ୍ସା କରାଯି
ଗଞ୍ଜାମ ଜିଲ୍ଲାରେ ତିନି ଜଣ ମହିଳା କରୋନାରେ ଆକ୍ରାନ୍ତ


ଗଂଜାମ, 23 ଜୁଲାଇ (ହି.ସ.)ଗଞ୍ଜାମ ଜିଲ୍ଲାରେ ତିନି ଜଣ ମହିଳା କରୋନାରେ ଆକ୍ରାନ୍ତ ହୋଇ ଵ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମେଡିକାଲ କର୍ମଚାରୀ ରହିଛନ୍ତି। ଆକ୍ରାନ୍ତ ଏହି ତିନିଜଣ ମହିଳାଙ୍କୁ ସଙ୍ଗରୋଧ ଗୃହରେ ରଖାଯାଇ ଚିକିତ୍ସା କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande