ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
ଜୟପୁର, ୨୩ ଜୁଲାଇ (ହି.ସ.)- ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ମହିଳା ପୋଲିସ । ଅଭିଯୁକ୍ତ ଜଣକ ହେଲା ସମ୍ବାର ତୋଟାର ଏମ ସିମାଦ୍ରି (୨୨) । ପୋଲିସ ସୂଚନା ଅନୁଯାୟୀ, ଜଣେ ନାବାଳିକା (୧୭) କୁ ଦୁଷ୍କର୍ମ କରିଥିବା ନେଇ ଜୟପୁର ମହିଳା ଥାନାର
ନାବାଳିକାକୁ  ଦୁଷ୍କର୍ମ ଅଭିଯୁକ୍ତ ଗିରଫ


ଜୟପୁର, ୨୩ ଜୁଲାଇ (ହି.ସ.)-

ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ମହିଳା ପୋଲିସ । ଅଭିଯୁକ୍ତ ଜଣକ ହେଲା ସମ୍ବାର ତୋଟାର ଏମ ସିମାଦ୍ରି (୨୨) ।

ପୋଲିସ ସୂଚନା ଅନୁଯାୟୀ, ଜଣେ ନାବାଳିକା (୧୭) କୁ ଦୁଷ୍କର୍ମ କରିଥିବା ନେଇ ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ମହିଳା ଥାନା ଅଧିକାରି ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande